ବାହାରିନ୍‌ରେ ସୁଦର୍ଶନ ପଟ୍ଟନାୟକ ସମ୍ମାନୀତ

ନୂଆଦିଲ୍ଲୀ: ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାହାରିନ୍‌ରେ ସମ୍ମାନୀତ ହୋଇଛନ୍ତି। ବାହାରିନ୍‌ ଶିକ୍ଷାମନ୍ତ୍ରୀ ମଜିଦ ବିନ୍‌ ଅଲ୍ଲୀ ଆଲ୍‌ ନୂଆଇମିନ୍‌ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିଛନ୍ତି।