ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଧୋନୀଙ୍କ ଝିଅ ଜୀଭାଙ୍କ ଭିଡିଓ; କ’ଣ କରୁଛନ୍ତି ଦେଖିନିଅନ୍ତୁ

ନୂଆଦିଲ୍ଲୀ:  ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପତ୍ନୀ ସାକ୍ଷୀ ଏବେ ସୋସିଆଲ୍ ମିଡିଆରେ ପୂରା ଆକ୍ଟିଭ୍ ରହୁଛନ୍ତି। ଅନେକ ସମୟରେ ସେ ତାଙ୍କ ଝିଅ ଜୀଭାଙ୍କ ଫଟୋ ଓ ଭିଡିଓ ସେୟାର କରୁଛନ୍ତି। ବୁଧବାର ସେ ଜୀଭା ପିଆନୋ ବଜାଉଥିବାର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓଟି ଏବେ ଭାଇରାଲ ହୋଇଯାଇଛି।

ଆପଣମାନେ ବି ଦେଖି ନିଅନ୍ତୁ ଜୀଭା କେମିତି ବଜାଉଛନ୍ତି ପିଆନୋ।

https://www.youtube.com/watch?v=Qsi_PD1lRnA