ଫଟୋରେ ଫଟୋରେ ଅଟଳଙ୍କୁ ବିଦାୟ

ନୂଆଦିଲ୍ଲୀ: ମହାନ କିମ୍ବଦନ୍ତୀ ଜନନାୟକ ଅଟଳ ବିହାରୀ ବାଜପେୟୀ ଏବେ ପଞ୍ଚଭୂତରେ ଲୀନ୍‌ ହୋଇଯାଇଛନ୍ତି। ସାରା ଦେଶ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛି। ତାଙ୍କ ଅନ୍ତିମ ଯାତ୍ରାର କିଛି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସେହି ଅଦ୍ଭୂତ ମୁହୂର୍ତ୍ତର କିଛି ଦୃଶ୍ୟ…

H2018081752302
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶ୍ରଦ୍ଧାଞ୍ଜଳି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଗୁରୁ ଅଟଳଜୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି
ସ୍ଥଳସେନା ମୁଖ୍ୟ ବିପିନ୍‌ ରାୱତ ସ୍ମୃତିସ୍ଥଳରେ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି
ନୌସେନା ମୁଖ୍ୟ ସ୍ମୃତିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି
ବାୟୁସେନା ମୁଖ୍ୟ ବିଏସ୍‌ ଧନ୍‌ୱାଙ୍କ ଶ୍ରଦ୍ଧାଞ୍ଜଳି
ବାଚସ୍ପତି ସୁମିତ୍ରା ମହାଜନଙ୍କ ଶ୍ରଦ୍ଧାଞ୍ଜଳି
ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ସ୍ମୃତିସ୍ଥଳ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି
ଅନ୍ତିମ ଯାତ୍ରାର କିଛି ଅସମ୍ଭବ ଭିଡ଼ର ଦୃଶ୍ୟ
ଜନସମୁଦ୍ର ମଧ୍ୟରେ ଅଟଳଜୀଙ୍କ ପାର୍ଥିବ ଶରୀର
ଅନ୍ତିମ ଯାତ୍ରାର ଆଉ କିଛି ଦୃଶ୍ୟ
ଅନ୍ତିମ ଯାତ୍ରାରେ ଅଟଳଜୀ
H2018081752264
ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁବାଷ ରାମାରାଓ ଭାମରେଙ୍କ ଶ୍ରଦ୍ଧାଞ୍ଜଳି
H2018081752263
ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଶ୍ରଦ୍ଧାଞ୍ଜଳି