ଛତିଶଗଡ଼: ମାଓବାଦୀଙ୍କୁ ଆତ୍ମସମର୍ପଣ କରାଉଥିବା ଅଭିଯୋଗରେ ଜଣଙ୍କୁ ହତ୍ୟାକଲେ ମାଓବାଦୀ

ସୁକମା: ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରାଉଥିବା ଅଭିଯୋଗରେ ଛତିଶଗଡ଼ର ସୁକମାରେ ମାଓବାଦୀମାନେ ଜଣଙ୍କୁ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଗଙ୍ଗା ମାଡ଼କାମୀ। ସୁକମାର ଏରାବୋରା ହାଟରେ ମାଓବାଦୀମାନେ ତାଙ୍କ ଗଳାକାଟି ହତ୍ୟା କରିଛନ୍ତି।