ରାମନବମୀ ଉପଲକ୍ଷେ ଯୋଗୀ ଆଦିତ୍ୟନାଥଙ୍କ କନ୍ୟା ପୂଜା

ଆଜି ପବିତ୍ର ରାମନବମୀ ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଗୋରଖପୀଠାଧୀଶ୍ୱର ମହନ୍ତ ଶ୍ରୀ ଯୋଗୀ ଆଦିତ୍ୟନାଥ ମହାରାଜ କନ୍ୟା ପୂଜା କରିଛନ୍ତି। ଦେଖନ୍ତୁ ଏହାର କିଛି ଫଟୋ।

yogi2yog388