କେନିଆରେ ଡଙ୍ଗା ବୁଡି ୨ ମୃତ, ଏକାଧିକ  ନିଖୋଜ

କେନିଆ: କେନିଆରେ  ବୁଧବାର ଏକ ମାଛଧରା ଡଙ୍ଗା ବୁଡି ୨ ଜଣଙ୍କ ମୃତ୍ୟୁ ଘଟିଛି। ଏକାଧିକ ଲୋକ ନିଖୋଜ ଅଛନ୍ତି।   ମାଛଧରା ଡଙ୍ଗାଟି ୨୦୦ଜଣ ଲୋକଙ୍କୁ  ନେଇ ଆସୁଥିବାବେଳେ ବେଳେ କାଇୱେ ଆଇଲ୍ୟାଣ୍ଡରେ ଏହି ଦୁର୍ଘଟଣା ଘଟିଛି। ବୁଧବାର  ଅପରାହ୍ନ ଦୁଇଟା ବେଳେ ଏହି ଦୁର୍ଘଟଣା ଘଟିଥିଲା।  ଉଦ୍ଧାର  କାର୍ଯ୍ୟ ଜାରି ରହିଛି। ଦୁଇଜଣ  ଶିଶୁଙ୍କୁ ଉଦ୍ଧାର କରାଯାଇଛି।