ଲାକ୍ଷାଦ୍ୱୀପରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଆଜି ସକାଳେ ଲାକ୍ଷାଦ୍ୱୀପରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୫.୩ ରହିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

ରାଷ୍ଟ୍ରୀୟ ଭୂବିଜ୍ଞାନ କେନ୍ଦ୍ର ଅନୁସାରେ, ଆଜି ଭୋର ୪ଟା ସମୟରେ ଲାକ୍ଷାଦ୍ୱୀପର ସମୁଦ୍ର ତଟରେ ଭୂକମ୍ପର ଝଟ୍‌କା ଅନୁଭୁତ ହୋଇଛି। ଏହାର କେନ୍ଦ୍ର ୧୦ କିଲୋମିଟର ଗଭୀରରେ ଥିଲା।