ଏମାନେ ସେଇ ଅଯୋଗ୍ୟ ବିଧାୟକ !

ଭାରତୀୟ ନିର୍ବାଚନ ଆୟୋଗ ଶୁକ୍ରବାର ଆମ୍‌ ଆଦମ୍‌ ପାର୍ଟିର ୨୦ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ରାଷ୍ଟ୍ରପତିଙ୍କୁ ସୁପାରିସ୍‌ କରିଛନ୍ତି। ଯାହାକୁ ନେଇ ଦଳ ଭିତରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିବାକୁ ବାହାରିଛନ୍ତି ଦଳ ମୁଖିଆ। ତେବେ ଏହି ୨୦ ବିଧାୟକଙ୍କୁ ଆପଣ ଜାଣନ୍ତି କି ? ତା ହେଲେ ଦେଖନ୍ତୁ ଏହି ଫଟୋ।

 

ପ୍ରବୀଣ କୁମାର

ସରଦ କୁମାର

 

ଆଦର୍ଶ ଶାସ୍ତ୍ରୀ

ମଦନଲାଲ

ଶିବ ଚରଣ ଗୋୟଲ

ସରିତା ସିଂନରେଶ ଯାଦବ

ଜରନିଲ ସିଂ

 

ରାଜେଶ ଗୁପ୍ତା

ଅଲକା ଲାମ୍ବା

 

ନୀତିନ ତ୍ୟାଗି

ସଞ୍ଜିବ୍‌ ଝା

କୈଳାଶ ମହଲତୋ

ବିଜେନ୍ଦ୍ରର ଗର୍ଗ

ରାଜେଶ ଋଷୀ

ଅନିଲ କୁମାର ବାଜପେୟୀ

ସୋମଦତ୍ତ

 

ସୁଖବୀର ସିଂ

ମନୋଜ କୁମାର

ଅବତାର ସିଂ