ଚୀନ୍‌ର ଡିଜିଟାଲ ଆଟାକ୍‌, ଭାରତ ପ୍ରତିରକ୍ଷା ମନ୍ତ୍ରାଳୟ ୱେବସାଇଟ୍‌ ହ୍ୟାକ

ନୂଆଦିଲ୍ଲୀ: ଆଜି ଚୀନ ଡିଜିଡ଼ାଲ ଆଟାକ କରିଛି। ଫଳରେ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ୱେବସାଇଟ୍‌ ହାକ୍‌ ହୋଇଛି। ୱେବସାଇଟ୍‌ ହୋମ୍‌ ପେଜରେ ଚାଇନିଜ୍‌ ଭାଷାରେ ଲେଖା ଆସୁଛି। ମାଣ୍ଡାରିନ୍‌ ଲିପିରେ ଏହା ଲେଖାଯାଇଥିବା ଅନୁମାନ କରାଯାଉଛି। ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇ ସୂତ୍ରରୁ ଏହା ଜଣାପଡ଼ିଛି।