‘ଶାନ୍ତିରେ ବସିବି ନାହିଁ କି କାହାକୁ ବସିବାକୁ ଦେବି ନାହିଁ’

ଡେରାଡୁନ: ଉତ୍ତରାଖଣ୍ଡରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଭ୍ରଷ୍ଟାଚାରୀଙ୍କୁ ଚେତାବନୀ ଦେଇଛନ୍ତି। ଭ୍ରଷ୍ଟାଚରରେ ଲିପ୍ତ ବ୍ୟକ୍ତିଙ୍କୁ ଆକ୍ଷେପ କରି ମୋଦି କହିଥିଲେ,“ନା ମୁଁ ଶାନ୍ତିରେ ବସିବି, ନା କହାକୁ ଶାନ୍ତିରେ ବସିବାକୁ ଦେବି।”

ନୋଟବନ୍ଦୀକୁ ନେଇ ମୋଦି କହିଥିଲେ,“କଳାଧନ ଓ ଭ୍ରଷ୍ଟାଚାର ଶେଷ କରିବାକୁ ଏହା ଲମ୍ବା ଲଢେଇ। ମୁଁ ଏହି ଲଢେଇ ଜାରି ରଖିବି।”