ରସାୟନ ବିଜ୍ଞାନରେ ସ୍କଟଲ୍ୟାଣ୍ଡର ୩ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ଷ୍ଟକ୍‌ହୋମ୍‌: ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ସ୍କଟ୍‌ଲ୍ୟାଣ୍ଡର ବୈଜ୍ଞାନିକ ମନୋନୀତ ହୋଇଛନ୍ତି। ସେମାନେ ହେଲେ ଜିନ୍ ପେରେ ସାଭେଜ୍‌, ଜେ. ଫ୍ରେଜର ଷ୍ଟୋଡାର୍ଟ ଏବଂ ବାର୍ନାର୍ଡ ଏଲ୍‌. ଫେରିଙ୍ଗା।

ଗତକାଲି ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଥିଲା। ଆମେରିକାର ତିନି ଜଣ ବୈଜ୍ଞାନିକ ମିଳିତ ଭାବେ ଚଳିତ ବର୍ଷ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଥିଲେ। ସେମାନେ ହେଲେ ଡାଭିଡ୍ ଥାଉଲେସ୍, ଡୁନ୍‌କାନ ହାଲଡେନ୍ ଓ ମାଇକେଲ୍ କୋଷ୍ଟେରଲିଜ୍।