ପାକିସ୍ତାନ:  ଡ୍ରୋନ୍ ଆକ୍ରମଣରେ ୫ ଆତଙ୍କୀ ମୃତ

ପେଶାୱାର: ପାକିସ୍ତାନର କବାୟଲା ଅଞ୍ଚଳରେ ଶୁକ୍ରବାର ଆମେରିକାର ଡ୍ରନ୍ ଆକ୍ରମଣରେ ୫ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। ଏହି ଡ୍ରନ୍ ଆକ୍ରମଣ ଆଫିଗାନିସ୍ତାନର ଉତ୍ତର ଭାଗ ବଜରିସ୍ତାନ କବାୟଲୀ ଜିଲ୍ଲାରେ ଘଟିଛି। ଏହି ଅଞ୍ଚଳକୁ ଅଲକାଏଦା ଓ ତାଲିବାନ୍ ଆତଙ୍କୀଙ୍କ ଆଡ୍ଡାସ୍ଥଳୀ କୁହାଯାଏ।