ପଞ୍ଜାବରେ ଓଲଟା ଉଡିଲା ତ୍ରିରଙ୍ଗା

ଅମୃତସର: ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ବିକ୍ରିମ ସିଂ ଓଲଟା ଜାତୀୟ ପତାକା ଉତ୍ତୋଜନ କରିଥିବା ଜଣାପଡିଛି। ମନ୍ତ୍ରୀ ପତାକା ଉତ୍ତୋଳନ ପାଇଁ ଅମୃତସରକୁ ଯାଇଥିଲେ। ହେଲେ ପତାକା ଅଲଟା ଲାଗିଛି ବୋଲି ସେ ନ ଜାଣି ଉତ୍ତୋଳନ କରିଥିଲେ ।

ଏ ସମ୍ପର୍କରେ ପ୍ରଶାସନ ନିକଟରେ ଖବର ଆସିବା ପରେ ପତାକା ସିଧା କରାଯାଇଥିଲା।