କମିଲା ତେଲ ଦର

ନୂଆଦିଲ୍ଲୀ:କମିଲା ପେଟ୍ରୋଲ ଆଉ ଡିଜେଲ ଦର। ଡିଜେଲ ଲିଟର ପ୍ରତି ୨ ଟଙ୍କା ୯୧ ପଇସା ହ୍ରାସ ପାଇଥିବା ବେଳେ ପେଟ୍ରୋଲ ୩ଟଙ୍କା ୭୧ ପଇସା ହ୍ରାସ ପାଇଛି। ଆଜି ମଧ୍ୟ ରାତ୍ରରୁ ଏହି ନୂତନ ଦର ଲାଗୁ ହେବ। ଅନ୍ତର୍ଜାତୀୟସ୍ତରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବାରୁ  ତେଲ ଦରରେ ଏହି ପରିବର୍ତ୍ତନ କରାଯାଇଛି।