ବାଜପେୟୀ ଓ ମୋଦି, ଦେଖନ୍ତୁ କିଛି ଫଟୋ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି ପରଲୋକ ହୋଇଯାଇଛି। ଆମେ ଏଠାରେ ବାଜପେୟୀଙ୍କ ସହିତ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କିଛି ଫଟୋ ପୋଷ୍ଟ୍ କରିଛୁ। ଏଗୁଡ଼ିକୁ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଉଠାଯାଇଛି।