ଚଳନ୍ତା କାରରେ ସେକ୍ସ: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ହାଇୱେର ଲଜ୍ଜା

ମେସ୍କା-ଚଳନ୍ତାକାରରେ ସେକ୍ସ। ଗାଡ଼ି ଡ୍ରାଇଭିଂ କରିବା ସହ ନିଜର କାମନାକୁ ଚରିତାର୍ଥ କରୁଛନ୍ତି ଡ୍ରାଇଭର ଜଣକ। ବ୍ୟସ୍ତବହୁଳ ହାଇୱେରେ ଦ୍ରୁତ ଗତିରେ ଚାଲିଛି ଗାଡ଼ି। ଆଉ ଡ୍ରାଇଭର୍ ସିଟରେ ବସି ଜଣେ ମହିଳା ଯାତ୍ରୀଙ୍କ ସହ ସେକ୍ସ କରୁଛନ୍ତି ଜଣେ ବ୍ୟକ୍ତି। କେବଳ ଲଜ୍ଜା ନୁହେଁ ଏଭଳି ଏକ ସମ୍ୱେଦନଶୀଳ ଚିତ୍ର ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ମେସ୍କାରେ ଘଟିଛି ଏହି ଘଟଣା। ଚଳନ୍ତା କାର୍ ଭିତରେ ଚାଲିଥିବା ଏ କାରନାମାକୁ ସେହି ରାସ୍ତାରେ ଯାଉଥିବା ଅନ୍ୟଜଣେ କାର୍ ଚାଳକ ନିଜ ମୋବାଇଲ୍‌ରେ ସୁଟ୍ କରିବା ପରେ ଋଷିଆନ୍ ସୋସିଆଲ୍ ନେଟୱର୍କିଂ ସାଇଟରେ ପୋଷ୍ଟ କରିଥିଲେ। ମଜାଦାର୍ କଥା ହେଲା କାମନାବାସନରେ ବୁଡ଼ି ରହିଥିବା ଡ୍ରାଇଭର ଜଣକ ଏକ ହୁଣ୍ଡାଇ-ମୋଟ କାର୍ ଡ୍ରାଇଭିଂ କରୁଥିଲେ। ଯେଉଁ ମଡେଲର ଟ୍ୟାଗ୍ ଲାଇନ୍ ରହିଛି।

‘New Thinking, New Possibilities