ଆଫଗାନସ୍ତାନ: କାବୁଲରେ ଆତ୍ମଘାତୀ ବୋମା ବିସ୍ଫୋରଣ,୨୦ ମୃତ

କାବୁଲ: ଆଫଗାନସ୍ତାନର ରାଜଧାନୀ କାବୁଲରେ ସୋମବାର ଜଣେ ତାଲିବାନୀ ଆତଙ୍କବାଦୀ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟାଇବାରୁ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁଜଣ ଗୁରୁତର ଆହତ ହୋଇଛନ୍ତି।

ଏକ ସରକାରୀ କାର୍ଯ୍ୟଳୟକୁ ଯିବା ପାଇଁ ଧାଡିରେ ଲୋକମାନେ ଛିଡା ହୋଇଥିବା ବେଳେ ଏହି ବୋମା ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପାଇଁ ତାଲବାନ ନିଜକୁ ଦାୟୀ କରିଛି।

ଗୁରୁତରଙ୍କୁ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଛି।­