ଗଜନୀର କୋର୍ଟରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୬ ମୃତ, ୧୨ ଗୁରୁତର

କାବୁଲ: ଗଜନୀର ଏକ କୋର୍ଟ ଉପରେ ବୁଧବାର ତାଲିବାନ ପକ୍ଷରୁ ଆତ୍ମଘାତୀ ବୋମା ବିସ୍ଫୋରଣରେ  ଜଣେ ସୁରକ୍ଷାକର୍ମୀଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ଜଣ ଗୁରୁତର ଆହତ ହୋଇଛନ୍ତି।

ଅମିନୁଲ୍ଲାହ ଆମରଖିଲ୍‌ ପ୍ରଦେଶରେ ଘଟିଥିବା ଏହି ବିସ୍ଫୋରଣରେ ୪ ଜଣ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ପ୍ରାଣ ହରାଇଥିବା ବେଳେ ଆହତ ୧୨ ଜଣଙ୍କ ମଧ୍ୟରେ ମହିଳା ଓ ଶିଶୁ ରହିଛନ୍ତି।