ମୋଦିଙ୍କୁ ଟ୍ରମ୍ପଙ୍କ ନିମନ୍ତ୍ରଣ : ଜୁନ୍‌ ୨୬ରେ ଭେଟଘାଟ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପଙ୍କ ନିମନ୍ତ୍ରଣ। ୱାସିଂଟନ ଡିସିକୁ ମୋଦିଙ୍କୁ ଆମନ୍ତ୍ରଣ ହୋଇଛି । ଏହିପରିପ୍ରେକ୍ଷୀରେ ମୋଦିଙ୍କ ଜୁନ୍‌ ୨୫ ଏବଂ ୨୬ ଦୁଇଦିନିଆ ଆମେରିକା ଗସ୍ତ କାର୍ଯ୍ୟକ୍ରମ ଥିଲା ବେଳେ ୨୬ରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭେଟଘାଟ କାର୍ଯ୍ୟକମ୍ର ରହିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଛି। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ମୋଦି ଏବଂ ଟ୍ରମ୍ପଙ୍କ  ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।