ଛତିଶଗଡ଼ରେ ୨ ନକ୍ସଲ ନିହତ, ସର୍ଚ୍ଚ ଅପରେଶନ୍ ଜାରି

ବିଜାପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ୨ ନକ୍ସଲଙ୍କ ମୃତ୍ୟୁ ହୋଇଛି। ବିଜାପୁର ଜିଲ୍ଲାର ପମେଡ ଜଙ୍ଗଲରେ ଗ୍ରେହାଉଣ୍ଡସ ଫୋର୍ସ ଏବଂ ଛତିଶଗଡ ପୁଲିସର ମିଳିତ ଅପରେଶନ୍ ବେଳେ ଦୁଇ ନକ୍ସଲଙ୍କ ମୃତ୍ୟୁ ହୋଇଛି।

ଏବେ ବି ଜଙ୍ଗଲରେ ସର୍ଚ୍ଚ ଅପରେଶନ୍ ଚାଲିଥିବା ସୂଚନା ରହିଛି।