ଉରୀ ଆକ୍ରମଣ: ରଣନୀତି ପ୍ରସ୍ତୁତି ପାଇଁ ୱାର ରୁମରେ ପହଞ୍ଚିଲେ ନରେନ୍ଦ୍ର ମୋଦି 

ନୂଆଦିଲ୍ଲୀ: ଉରୀ ଆକ୍ରମଣର ଜବାବରେ ରଣନୀତି ପ୍ରସ୍ତୁତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ସେନାର ୱାର ରୁମରେ ପହଞ୍ଚି ଥିଲେ। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମାନଚିତ୍ର ଏବଂ ମାଟି ପିତୁଳା ସାହାଯ୍ୟରେ ମୋଦିଙ୍କୁ ରଣନୀତି ପ୍ରସ୍ତୁତି ସଂପର୍କରେ ସୂଚନା ଦିଆଯାଇଥିଲା।