ୟେମେନରେ ଆତଙ୍କୀ ହାମଲା: ୨୮ ମୃତ

ସନ୍ନା: ୟୁମେନର ସେଟ ହୁତିରେ ଦୁଇଜଣ ନେତାଙ୍କ ଘରେ କାର ବୋମା ବିସ୍ଫୋରଣରେ  ୨୮ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ  ୮ ଜଣଙ୍କ ମହିଳା ଅଛନ୍ତି । ଆଇଏସ ଆତଙ୍କବାଦୀ ସଂଗଠନ ସୁନ୍ନି ଜେହାଦୀ ଗ୍ରୁପ ଏପରି ବିସ୍ଫୋରଣ କରିଥିବା ଦାବି କରିଛି ।