ଆଉ ୮ ଖଣି ସଂପର୍କରେ ଆଲୋଚନା ପାଇଁ ଆଜି ବସିବ ଇଣ୍ଟର ଡିପାର୍ଟମେଣ୍ଟାଲ କମିଟି

ଭୁବନେଶ୍ୱର: ଖଣି ଶିଳ୍ପ ପାଇଁ ଖୁସି ଖବର। ୨୯ଟି ଖଣି ଚାଲୁ ପାଇଁ ନିର୍ଦ୍ଦେଶ ପରେ ପୁଣି ୮ଟି ଖଣି ଉପରେ ଆଲୋଚନା ପାଇଁ ଆଜି ବସୁଛି ଇଣ୍ଟର ଡିପାର୍ଟମେଣ୍ଟାଲ କମିଟି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ୮ଟି ଖଣି ଖୋଲିବା ନେଇ ସରକାରଙ୍କୁ ସୁପାରିଶ କରିପାରେ କମିଟି। ଏ ହେଉଛି ସେହି ଖଣିଗୁଡ଼ିକର ତାଲିକା। ଏଥିରେ ଅଛି ଜୋଡା ସର୍କଲର ଆର.ବି. ଦାସ ଆଇରନ ଓ ମାଙ୍ଗାନିଜ । ନିଜ ଖଣି, ତାରିଣୀ ପ୍ରସାଦ ମହାନ୍ତି ଆଇରନ୍ ଓ ମାଙ୍ଗାନିଜ, ତାରିଣୀ ମିନେରାଲର ଆଇରନ ଓର୍, ମାଲା ରାୟ ଆଣ୍ଡ ଅଦର୍ସ ଆଇରନ ଓ ମାଙ୍ଗ।ନିଜ୍, ଯାଜପୁର ସର୍କଲର ବି.ସି. ମହାନ୍ତି ଆଣ୍ଡ ସନସ୍ କ୍ରୋମାଇଟ୍, ସୁକିନ୍ଦାରେ ଥିବା ଟାଟାଷ୍ଟିଲର କ୍ରୋମାଇଟି ଖଣି, କୋଏଡା ସର୍କଲର ଗୀତାରାଣୀ ମହାନ୍ତି ଆଇରନ୍  ଓର୍ ଓ ପୁଟୁଲି ପାନିରେ ଥିବା ଗନ୍ଧମାର୍ଦ୍ଦନ ସ୍ପଞ୍ଜ ଆଇରନ ଓର୍।  ସଂଶୋଧିତ ଏମଏମଡିଆର ଆକ୍ଟସ୍ ଅନୁସାରେ କ୍ୟାପଟିଭ୍ ଖଣିଗୁଡ଼ିକର ଲିଜ୍ ଅବଧି ୩୧ ମାର୍ଚ୍ଚ ୨୦୩୦ ଏବଂ ନନ୍ କ୍ୟାପଟିଭ୍ ଖଣିର ଲିଜ୍ ଅବଧି ୩୧ ମାର୍ଚ୍ଚ ୨୦୨୦ ଯାଏଁ ବୃଦ୍ଧି କରାଯିବ।

ଆହୁରି ପଢ଼ନ୍ତୁ

ଗୋଲ୍ଡ ମାସ୍କ ପାଇଁ ଚର୍ଚ୍ଚାରେ ସିଲଭର୍ ସିଟିର ଗୋଲ୍ଡେନ ମ୍ୟାନ୍

ଅନାହାରରେ ଆଦିବାସୀ ମହିଳାଙ୍କ ଜୀବନ ଗଲା, ସ୍ୱୀକାର କରନ୍ତୁ ସରକାର: ନିରଞ୍ଜନ

ଭଦ୍ରକ ଏସପି ଓ ଆଇଆଇସିଙ୍କ ବିରୋଧରେ ଫେରାଦ ହେଲା ବିଜେପି

ରାଜ୍ୟସରକାରଙ୍କୁ ତୀର ମାରିଲେ ଦୂତୀ , କହିଲେ ଝିଅ ପାଇଁ ଟଙ୍କା ଖର୍ଚ୍ଚ କରି ପରେ ଲଜ୍ଜିତ କଲେ ବାପା

ରାଜ୍ୟକୁ ଫେରିଲା ଲକଡାଉନ! ଜାଣନ୍ତୁ କ’ଣ ଖୋଲିବ ଓ କ’ଣ ବନ୍ଦ

ହତ୍ୟାକାରୀ ଜାଣିନି କାହାକୁ ହତ୍ୟା କରିଛି: ନିହତ ପୂର୍ବରୁ ମୃତକ ବି ଜାଣୁନି….

ରାଉରକେଲା ସହର ଓ ୪ ଜିଲ୍ଲା ୧୪ ଦିନ ସମ୍ପୂର୍ଣ୍ଣ ଲକଡାଉନ୍‌

ସେପ୍ଟେମ୍ବରରେ ବିଧାନସଭା ଅଧିବେଶନ, ଦର୍ଶକ ଓ ସାମ୍ବାଦିକଙ୍କୁ ମନା

ବିଜେଡିର ଛାୟା କ୍ୟାବିନେଟ୍‌: ମନ୍ତ୍ରୀଙ୍କୁ ଭରସା ପାଉନି ନା ନେତାଙ୍କୁ ଲଲିପପ୍‌?

୨୦ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ୍‌ କଲେଜରେ ମିଳିବ ଟେଲିମେଡିସନ୍‌ ସେବା

ଆଜି ଏଠାରୁ ଯାଉଛି କାଲି ଆଉ କେଉଁଠି ଦେଖା ହେବ…

ସୁସ୍ଥ ହେଲେ ୪୦୧ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ