ଖଣ୍ଡା ବୁଲାଇ ଜୟନାରାୟଣ ଗିରଫ

ସମ୍ବଲପୁର: ସମ୍ବଲପୁର ପୂର୍ବତନ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଗରିଫ ହୋଇଛନ୍ତି । ଗତକାଲି ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଜୟନାରାୟଣ ମିଶ୍ର ଖଣ୍ଡା ଚାଳନା କରିଥିବା ନେଇ ଅଭିଯୋଗ ହୋଇଛି । ଶୋଭାଯାତ୍ରାବେଳେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନକୁ ପ୍ରଶାସନ ପକ୍ଷରୁ ନିଷେଧ କରାଯାଇଥିଲା ।

ଏହା ପରେ ବି ଜୟନାରାୟଣ ସର୍ବ ସମ୍ମୁଖରେ ଖଣ୍ଡା ଚାଳନା କରିଥିଲେ । ଏନେଇ ଉଭୟ ଟାଉନ ଥାନା ଓ ଧନୁପାଲି ଥାନାରେ ମାମଲା ରୁଜୁ ହୋଇଛି । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ଅନ୍ୟପକ୍ଷରେ ଜାୟନାରାୟଣ  କହିଛନ୍ତି ଯେ ସେ କିଛି ଭୁଲ କରିନାହାନ୍ତି ।

ଆହୁରି ପଢ଼ନ୍ତୁ

ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଗୋଟିଏ ପରିବାରର ୬ ଗୁରୁତର

ଯୁବ ଓ ଛାତ୍ର କମିଟିକୁ ନେଇ ବିଦ୍ରୋହ: ନବୀନଙ୍କ ଆଡ଼କୁ ଉଠିଲା ଅଙ୍ଗୁଳି

୨୮ରୁ ପିଲାଙ୍କ ପାଇଁ ‘ରେଡିଓ ପାଠଶାଳା’, ବିରୋଧୀ ଉଠାଇଲେ ପ୍ରଶ୍ନ

କଟକରେ ନକଲି ସସ୍ କାରଖାନା

ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, ଆଗରେ ଖୋର୍ଦ୍ଧା

ରାଜ୍ୟରେ କୋଭିଡ୍ ବେଡ୍ କେତେ, ସତ କ’ଣ?

ଅପରାଧିକ ମାମଲାରେ ଜଡ଼ିତ ରାଜନେତାଙ୍କ ବଢିଲା ଅଡୁଆ, ନିଜ ଆଡ଼ୁ ମାମଲା କଲେ ହାଇକୋର୍ଟ

ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୫୭ ଲୋକାଲ୍‌ କେସ

ଅଣାୟତ୍ତ ହେଉଛି କରୋନା, ୭ ଦିନ ସହର ବନ୍ଦ ପାଇଁ ପ୍ରସ୍ତାବ

ଅପରାଜିତାଙ୍କୁ ଜାତୀୟସ୍ତରରେ ମିଳିଲା ନୂଆ ଦାୟିତ୍ୱ

ନଡ୍ଡାଙ୍କ ଟିମ୍‌ରେ ଉପାଧ୍ୟକ୍ଷ ପଦ ବଜାୟ ରଖିଲେ ବୈଜୟନ୍ତ

ରାସ୍ତାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ