ଗଠନ ହେଲେ ଓଡ଼ିଶା ବିଧାନସଭାର ପ୍ରୋଟକଲ କମିଟି

ଭୁବନେଶ୍ୱର:ନୂଆ କରି ଓଡ଼ିଶା ବିଧାନସଭାରେ ଗଠିତ ହୋଇଛି ପ୍ରୋଟକଲ କମିଟ। ଲୋକସଭା ଢାଞ୍ଚାରେ ଗଠନ ହୋଇଥିବା ଏହି କମିଟିରେ ୭ ଜଣ ସଦସ୍ୟ ରହିଛନ୍ତି।

ବିଧାୟକ ନୃସିଂହ ସାହୁ ଏହି କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ।ବିଧାୟକମାନଙ୍କ ପ୍ରତି ବିଭିନ୍ନ ସମୟରେ ଅଫିସରଙ୍କ ଆଚରଣର ତର୍ଜମା କରିବ ଏହି କମିଟି। ବାଚସ୍ପତି ନିରଞ୍ଜନ ପୂଜାରୀଙ୍କ ନିଦେ୍ର୍ଧଶରେ ଏହି କମିଟି ଗଠିତ ହୋଇଛି।

ଏହି କମିଟିରେ ଦେବାଶିଷ ସାମନ୍ତରାୟ,ବିଭୂତି ହରି ଚନ୍ଦନ,ପ୍ରଫୁଲ ମାଝୀ,ମାୟାଧର ଜେନା,ବିଜୟ ମହାନ୍ତି, ମନୋହର ରାନ୍ଧାରୀ ପ୍ରମୁଖ ରହିଛନ୍ତି।

ଆହୁରି ପଢ଼ନ୍ତୁ

ବାପାର ତଣ୍ଟି ଚିପି ମାରିଦେଲେ ଦୁଇ ନାବାଳକ ପୁଅ

ଡକାୟତଙ୍କ ଭୁଜାଲି ଚୋଟରେ ଦମ୍ପତି ଗୁରୁତର

ଆଜି ଓ ଆସନ୍ତାକାଲି ବନ୍ଦ ରହିବ ହାଇକୋର୍ଟ

ଆଜିଠାରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା

୫ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି

ବେଡ୍‌ ମିଳିଲାନି ବୋଲି…

ସ୍ୱର୍ଗଦ୍ୱାରରେ ମୃତଦେହ ପହଞ୍ଚିବା ପରେ ରିପୋର୍ଟ ଆସିଲା କରୋନା ପଜିଟିଭ୍‌, ଶବ ନେଇଗଲେ ହସ୍ପିଟାଲ୍ କର୍ତ୍ତୃପକ୍ଷ

ବୋହୂର ପିଲାପିଲି ପାଇଁ ୭ ବର୍ଷର ଶିଶୁକୁ ବଳି

ବିଜେଡିର ବିରୋଧ ପଛରେ ରହିଛି ସିବିଆଇ ରେଡ୍‌: ସୁରେଶ ପୂଜାରୀଙ୍କ ଚାଞ୍ଚଲ୍ୟକର ବୟାନ

କଥା ଦେଇ କଥା ରଖିଲେ, ନମିତାଙ୍କୁ ଜଗନ୍ନାଥ ଭଜନ ଗାଇବାର ସୁଯୋଗ ଦେଲେ ବର୍ଷା

କାହିଁକି ଦ୍ରୁତ ବେଗରେ ବଢ଼ୁଛି ସଂକ୍ରମଣ, ଏମିତି ଆଶଙ୍କା କଲେ ବିଷେଶଜ୍ଞ

ଅଧଘଣ୍ଟାଏରେ କୋଭିଡ୍ ଟେଷ୍ଟ୍ , ଟାଟା ତିଆରି କଲା କିଟ୍‌