ଚାଲିଛି ସୁଦର୍ଶନଙ୍କ ଦାରୁ ଛେଦନ

ଭୁବନେଶ୍ୱର: ଶ୍ରୀ ସୁଦର୍ଶନଙ୍କ ଦାରୁଛେଦନ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଅପରାହ୍ଣରେ ମହାଯଜ୍ଞର ପୂର୍ଣ୍ଣହୂତି ପରେ ଦାରୁଛେଦନ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିଲାଗି ଗତକାଲିଠାରୁ ଭୁବନେଶ୍ୱର ଉପକଣ୍ଠ ହୀରାପୁର ଗଡକଣ୍ଟୂଣିଆରେ ମହାଯଜ୍ଞ ଚାଲିଥିଲା।vlcsnap-2015-04-17-16h55m04s55

ଆଜି ଅପରାହ୍ଣରେ ପୂର୍ଣ୍ଣାହୂତି ପରେ ପ୍ରଥମେ ବିଦ୍ୟାପତିଙ୍କ ସୁନା କୁରାଢି ଓ ତା’ ପରେ ବିସ୍ୱାବସୁଙ୍କ ରୂପା କୁରାଢି ଛୁଆଁଯାଇଥିଲା। ଏହାପରେ ମହାରଣା ସେବାୟତଙ୍କ ଦ୍ୱାରା ଲୁହା କୁରାଢିରେ ଦାରୁଛେଦନ ଆରମ୍ଭ କରାଯାଇଥିଲା।vlcsnap-2015-04-17-16h54m39s103

ଦାରୁଛେଦନ କାର୍ଯ୍ୟ ଶେଷ ହେବାପରେ ସୁଦର୍ଶନ ମହାପ୍ରଭୁଙ୍କ ଦାରୁକୁ ସ୍ୱତନ୍ତ୍ର ଶଗଡିରେ ପୁରୀ ଶ୍ରୀମନ୍ଦିର ଅଭିମୁଖେ ନିଆଯିବ। ଅନ୍ୟପକ୍ଷରେ ମହାଯଜ୍ଞ ଓ ସୁଦର୍ଶନଙ୍କ ଦାରୁ ଦର୍ଶନ ପାଇଁ ଲୋକାରଣ୍ୟ ହୋଇପଡିଛି ହୀରାପୁର ଗଡକଣ୍ଟୁଣିଆ ଗାଁ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୪୦ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୫୬ ଲୋକାଲ୍‌ କେସ

ସ୍ତ୍ରୀକୁ କଟୁରୀରେ ଟିକ୍ ଟିକ୍ ହାଣିଲା ସ୍ୱାମୀ, ଶ୍ୱଶୁର ଘରକୁ ଫୋନ୍ କରି ଏମିତି କହିଲା

୩ ସିଫ୍‌ଟରେ ହେବ OJEE ପରୀକ୍ଷା

ବିଜୁଳି ଦର ବୃଦ୍ଧି ନେଇ ଏମିତି ଉତ୍ତର ରଖିଲେ ମନ୍ତ୍ରୀ, ଘେରିଲେ ବିରୋଧୀ

ରସୁଲଗଡ଼ରେ ମାତିଲେ ଲୁଟେରା, ଯୁବତୀଙ୍କଠାରୁ ‌ ଝାମ୍ପି ନେଲେ ମୋବାଇଲ୍

ସୁରଙ୍କ ପ୍ରଶ୍ନ ଆଜି ଯଦି ସେ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡଜାମିନ ରଖିଥାନ୍ତା ?

ସ୍ୱାମୀ କଟୁରି ଚୋଟରେ ଗଲା ସ୍ତ୍ରୀ ଜୀବନ

ବିଧାନସଭା ସମ୍ମୁଖରେ ହାଇଡ୍ରାମା; ମା’ ବେକରେ ଛୁରୀ ଲଗାଇଲା ପୁଅ

ରାଜ୍ୟରେ କରୋନାରେ ଆଖି ବୁଜିଲେ ୧୭ ଆକ୍ରାନ୍ତ, ୮୫୦ ପାର୍‌ କଲା ସଂଖ୍ୟା

ରାଜ୍ୟରେ ୩୬୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ମାଓ ବର୍ବରତା; ପୁଲିସ୍‌ ଇନଫର୍ମର ସନ୍ଦେହରେ ୨ ଙ୍କୁ ହତ୍ୟା

ଆଜିଠୁ ଖୋଲିଲା ଭିତରକନିକା