ଜି.ଏମ୍ କଲେଜକୁ ’ନାକ୍’ର ଏ ଗ୍ରେଡ୍; ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ସୁପାରିଶ

ସମ୍ୱଲପୁର: ସମ୍ୱଲପୁରର ଗଙ୍ଗାଧର ମେହେର ସ୍ୱୟଂଶାସିତ କଲେଜକୁ ’ନାକ୍’ ଏ ଗ୍ରେଡ୍ ମାନ୍ୟତା ଦେଇଛି। ଏହାକୁ ନେଇ ଛାତ୍ରଛାତ୍ରୀ,ଅଧ୍ୟାପକ ଓ କର୍ମଚାରୀମାନଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ଜି.ଏମ୍ କଲେଜକୁ ଏକକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା ପାଇଁ ମଧ୍ୟ ନାକ ସୁପାରିଶ କରିଛି କଲେଜର ଉପାଧ୍ୟକ୍ଷ କାମଦେବ ସାହୁ କହିଛନ୍ତି।

ଏ ଗ୍ରେଡ ପାଇବା ପରେ କଲେଜର ବିକାଶ ପାଇଁ ବିଭିନ୍ନ କେନ୍ଦ୍ରୀୟ ଅନୁଦାନ ମିଳିବ ଓ କଲେଜର ବିକାଶରେ ଅର୍ଥ ବାଧକ ହେବ ନାହିଁ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି।  ବର୍ଷକୁ ପ୍ରାୟ ୩ କୋଟିରୁ ଅଧିକ ଆର୍ଥିକ ଅନୁଦାନ ମିଳିବ।

ଏହା ପୂର୍ବରୁ ଗତ ୨୦୦୫ ମସିହାରେ ’ନାକ୍’ ଟିମ୍ କଲେଜ ପରିଦର୍ଶନରେ ଆସିଥିଲେ। ସେତେବେଳେ କଲେଜକୁ ’ବି ଗ୍ରେଡ୍’ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ

ପ୍ରତି ୧୫ ଦିନରେ କୋଭିଡ ହସ୍ପିଟାଲରେ ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ

ରାଜ୍ୟରେ ୮୦୦ ପାର୍‌ କଲା କରୋନା ମୃତକଙ୍କ ସଂଖ୍ୟା

ରାଜ୍ୟରେ ୩୨୩୫ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ୫୦୦ ପାର୍‌

ଜମି ବିବାଦରୁ ଉତ୍ତେଜନା, ରାସ୍ତାକୁ ଓହ୍ଲାଇଲେ ମହିଳା

ସମ୍ବଲପୁରୀ ଶାଢ଼ୀକୁ ପଶ୍ଚିମବଙ୍ଗର ଦର୍ଶାଇ ବିକୁଥିଲା ଆମାଜନ୍‌, ଦୋଷ ମାନିଲା

ଚୋରାଚାଲାଣ ହେଉଥିଲା, ଧରା ପଡ଼ିଗଲା

ଓଡ଼ିଶାର ଲଦାଖ ପାଲଟିଥିବା ହାତିଆ ମୁଣ୍ଡିଆ ଏବେ ନିଷିଦ୍ଧାଞ୍ଚଳ

ଆଜି ବାହାରିବ ଯୁକ୍ତ ୩ ଆଡମିଶନ୍‌ର ପ୍ରଥମ ମେରିଟ୍ ଲିଷ୍ଟ

କାଲିଠୁ ବିଧାନସଭା ଅଧିବେଶନ; ସଦସ୍ୟଙ୍କ ଲାଗି ହୋଇଛି ସ୍ୱତନ୍ତ୍ର ଆୟୋଜନ

ଗୁଳି କରି ଜଙ୍ଗଲରେ ପୋତି ଦେଇଥିଲେ, ଦେଢ଼ ମାସ ପରେ ବାହାରିଲା ମୃତଦେହ

ଖୁସି ବ୍ୟକ୍ତ କଲେ ପୁଲିସ ଡିଜି; କହିଲେ-ଆଗଉଛି ସ୍ୱାଭିମାନ ଅଞ୍ଚଳ

ଆଖି ବୁଜିଲେ ଆଉ ଜଣେ କୋଭିଡ୍‌ ଯୋଦ୍ଧା