ଡେଲାଙ୍ଗ ଟ୍ରେନ ପୋଡି:୫୦ ଗିରଫ

ଭୁବନେଶ୍ୱର: ପୁରୀ-ଡେଲାଙ୍ଗ ରେଳ ଷ୍ଟେସନରେ ଟ୍ରେନ ପୋଡି ଓ ଭଙ୍ଗାରୁଜା ଘଟଣାରେ ୫୦ଜଣ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ସମସ୍ତ ଲୋକ ସ୍ଥାନୀୟ ସାନଗୁହାଳିପଡା ଗାଁର ବାସିନ୍ଦା। ଶୁକ୍ରବାର ଦିନ ରାତି ୮ଟାରେ ଟ୍ରେନରୁ ପଡି ଜଣେ ଯୁବକଙ୍କର ମୃତୁ୍ୟ ହୋଇଥିଲା।

ସ୍ଥାନୀୟ ଲୋକେ ପୁରୀ-ବଡବିଲ ଏକ୍ସପ୍ରେସ ଟ୍ରେନର ଗୋଟଏ ବଗିରେ ନିଅାଁ ଲଗାଇ ଦେଇଥିଲେ।ଉତ୍ୟକ୍ତ ଲୋକେ ଷ୍ଟେସନରେ ଥିବା କମ୍ପ୍ୟଟର, ପ୍ରିଣ୍ଟର, ଫ୍ୟାନ୍, ଝରକା, କବାଟ ଓ ଟିକଟ କାଉଁଣ୍ଟରକୁ ଭାଙ୍ଗି ଦେଇଥିଲେ। ଉତ୍ତେଜନା ପରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏହି ଲଙ୍କାକାଣ୍ଡ ଘଟାଇଥିବା ଉତ୍ୟକ୍ତ ଲୋକଙ୍କ ବିରୋଧରେ ପୋଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ପୋଲିସ ଡିଜି କହିଥଲେ।ଏହିଦିନ ଷ୍ଟେସନରେ ପୁରୀ-ବଲବିଲ ଓ ପୁରୀ-ହୱାଡା ଏକ୍ସପ୍ରେସ ସହ ଅନ୍ୟ କେତେକ ଟ୍ରେନ ଦୀର୍ଘ ସମୟଧରି ଅଟକି ରହିଥିଲା।

ଆହୁରି ପଢ଼ନ୍ତୁ

ବିଧାନସଭା ଆସିଲେନି ମୁଖ୍ୟମନ୍ତ୍ରୀ, ଗୃହରେ ଉପସ୍ଥାପିତ ହେଲା ୭ଟି ବିଲ୍‌

ଭୁବନେଶ୍ୱରରୁ ୩୨୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୫୬ ଲୋକାଲ କେସ

ବିଶ୍ୱବିଦ୍ୟାଳୟ ବିଲକୁ ବିରୋଧ, ବିଲ୍ କପି ଚିରିଲେ ତାରା

କେତେ କମିବ ସ୍କୁଲ ଫି, ହାଇକୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର

‘କରୋନା ପଜିଟିଭ୍‌ ସେବାୟତ ଶ୍ରୀମନ୍ଦିର ଗଲେ କାର୍ଯ୍ୟାନୁଷ୍ଠାନ’

୧୬ ଜିଲ୍ଲାକୁ ବଜ୍ରପାତ ସତର୍କ ସୂଚନା

ପ୍ରେମିକାଙ୍କ ସହ ସ୍ୱାମୀଙ୍କୁ ରଙ୍ଗେ ହାତରେ ଧରିଥିଲେ ପତ୍ନୀ, ବନ୍ଧା ହେଲେ ଡେପୁଟି କଲେକ୍ଟର

ହାଇକୋର୍ଟ ଗଲେ ସମ୍ୱିତ ପାତ୍ର

ବଗଲା ନେଇ ହାଇକୋର୍ଟରେ ଜବାବ ରଖିଲେ ସରକାର

କନିଷ୍ଠ ଯନ୍ତ୍ରୀ ନିଖୋଜ, ପୋଲ ଉପରୁ ମିଳିଲା ବାଇକ୍‌

ଧରା ପଡ଼ିଲା ଏଟିଏମ୍ ଲୁଟେରା, ବୃଦ୍ଧବୃଦ୍ଧାଙ୍କୁ କରୁଥିଲା ଟାର୍ଗେଟ

ସହମତିରେ ଯାଇଥିଲେ ନା ଅପହରଣ ହୋଇଥିଲା ? ସମଲିଙ୍ଗୀ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଯୁବତୀ