ପୁରୀ-ବଡବିଲ ଏକ୍ସପ୍ରେସରେ ନିଅାଁ ଲଗାଇଲେ ଉତ୍ୟକ୍ତ ଲୋକେ

ଭୁବନେଶ୍ୱର: ଆଜି ଡେଲାଙ୍ଗ ରେଳ ଷ୍ଟେସନରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଉତ୍ୟକ୍ତ ଲୋକେ ପୁରୀ-ବଡବିଲ ଏକ୍ସପ୍ରେସ ଟ୍ରେନର ଗୋଟଏ ବଗିରେ ନିଅାଁ ଲଗାଇ ଦେଇଛନ୍ତି।puri barbil

ଗତକାଲି ଟ୍ରେନରୁ ଖସି ଜଣେ ସ୍ଥାନୀୟ ଯୁବକଙ୍କ ମୃତୁ୍ୟରୁ ଏହି କାଣ୍ଡ ଘଟିଥିବା ପ୍ରାଥମିକ ସୂଚନା ମିଳିଛି। ଏହାର ପ୍ରତିବାଦରେ ଉତ୍ୟକ୍ତଲୋକେ ଷ୍ଟେସନରେ ପୋଡାଜଳା ଓ ଭଙ୍ଗାରୁଜା ମଧ୍ୟ କରିଛନ୍ତି।ଏଥିପାଇଁ ଷ୍ଟେସନରେ ପୁରୀ-ବଲବିଲ ଓ ପୁରୀ-ହୱାଡା ଏକ୍ସପ୍ରେସ ସହ ଅନ୍ୟ କେତେକ ଟ୍ରେନ ଅଟକି ରହିଛି।

ତେବେ ସମସ୍ତଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

ସୁଶାନ୍ତଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି ବୋଲି କହିଛନ୍ତି ଏମ୍ସ ଡାକ୍ତର!

କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରୁଲିଂ: ବେଶ୍ୟାବୃତ୍ତି ଅପରାଧ ନୁହେଁ

ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ୧୨୭ କୋଟି ଟଙ୍କା ମୂଲ୍ୟର ଫ୍ଲାଟ ସିଜ୍‌

‘ମୋଦି ବି ମୋ ପୁଅ’ ବୋଲି କହିଲେ ଶାହୀନ ବାଗ ଦାଦି

ବଡ଼ ଧରଣର ଭୂକମ୍ପରେ ଥରିଲା ଲଦାଖ

ହାତରେ ମଣିଷର ଖପୁରୀ ଓ ବେକରେ ଶିକୁଳି ବାନ୍ଧି ଚାଷୀ ବିଲ୍‌କୁ କୃଷକଙ୍କ ବିରୋଧ

କ୍ଷମା ମାଗିଲେ କିମ୍ ଜଙ୍ଗ ଉନ

ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ୪ ଘଣ୍ଟା ଘାଣ୍ଟିଲା ଏନସିବି, ରିୟାଙ୍କ ସମ୍ପର୍କରେ ରଖିଲେ ବଡ଼ ବୟାନ

୨୦ ହଜାର କୋଟି ଟଙ୍କାର ମାମଲା ଜିତିଲା ଭୋଡାଫୋନ, ହାରିଗଲେ ସରକାର

ମହାମାରୀ ସମୟରେ ନିର୍ବାଚନ: କ’ଣ ରହିଛି ସବୁ ନୂଆ ନିୟମ ପଢ଼ନ୍ତୁ

ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଲାସୁବ୍ରମଣ୍ୟମଙ୍କ ପରଲୋକ

କରୋନା ବେଳେ ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା, ଆକ୍ରାନ୍ତ ବି ଦେବେ ଭୋଟ୍