ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର:ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଆଜି ଅଷ୍ଟାଦଶ ଶ୍ରାଦ୍ଧ ବାର୍ଷୀକି। ଏହି ଅବସରରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ତିଳତର୍ପଣ ଓ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଛି।

ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱର ବିନ୍ଦୁ ସାଗରରେ ତିଳତର୍ପଣ କରାଯାଇଛି। ଆଧୁନିକ ଓଡ଼ିଶାର କର୍ଣ୍ଣାଧାର କୁହାଯାଉଥିବା ବିଜୁ ପଟ୍ଟନାୟକ ଓଡ଼ିଶା ବାସୀଙ୍କ ନିକଟରେ ବିଜୁ ବାବୁ ଭାବେ ପରିଚିତ ଥିଲେ।

ତାଙ୍କ ଶାସନ କାଳରେ ହିଁ ରାଜ୍ୟରେ ସୃଷ୍ଟି ହୋଇଥିଲା ଶିଳ୍ପ ବିପଳ୍ପର ଧାରା। ୧୯୧୬ ମାର୍ଚ୍ଚ ୫ ତାରିଖରେ ଜନ୍ମଗ୍ରହଣ କରିଥିବାର ବିଜୁ ବାବୁ ୧୯୯୭ ମସିହା ଆଜିର ଦିନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ଆହୁରି ପଢ଼ନ୍ତୁ

କର୍ମଚାରୀଙ୍କୁ ଆଗୁଆ ଅବସର: ବିଭାଗ ଶୁଣିଲେନି କି ରିପୋର୍ଟ ବି ଦେଲେନି

ଓଡ଼ିଶାର ସହରାଞ୍ଚଳ ଉଠା ଦୋକାନୀଙ୍କ ପାଇଁ ୮.୨ କୋଟି ଟଙ୍କା ମଞ୍ଜୁର

ବସିଛନ୍ତି ୫ ବରିଷ୍ଠ ଆଇପିଏସ୍ , କାହିଁକି ମିଳୁନି ନିଯୁକ୍ତି?

କରୋନା ରୋଗୀଙ୍କ ସହ କଥା ହେବେ ପରିବାର ଲୋକ

ଭୁବନେଶ୍ୱରରେ ୩ଟି ଜୋନକୁ ନେଇ ଐତିହ୍ୟ ଜିଲ୍ଲା,ମ୍ୟାପ ଜାରି କଲା ବିଡିଏ

ଅଫିସ୍‌ରେ ପଶି ନବୀନଙ୍କୁ ଗାଳିଦେଲେ, ମାଡ଼ ମାରିଲେ!

ସରକାରୀ ପ୍ରାୟୋଜିତ ଗଣମାଧ୍ୟମକୁ ଛାଡ଼, ଓଟିଭିକୁ ଧର !

ଆରୋଗ୍ୟ ହେଲେ ୩୮୩୪ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

କରୋନା ଚିକିତ୍ସା: ଆଦିବାସୀ ଜିଲ୍ଲାରେ ନାହିଁ ଆଇସିୟୁ କି ଭେଣ୍ଟିଲେଟର

କରୋନା ଆକ୍ରାନ୍ତଙ୍କ ମାନସିକ ଅବସ୍ଥା ବିଗୁଡ଼ୁଥିଲେ ଏହି ନମ୍ବରରେ ଫୋନ୍‌ କରନ୍ତୁ

କରୋନା ଆକ୍ରାନ୍ତ ଗର୍ଭବତୀଙ୍କ ଯତ୍ନ ନେଇ ଏମିତି କହିଲେ ଡାକ୍ତର

ମୂଲ ଲାଗିବେ ରଘୁରାଜପୁର ଶିଳ୍ପୀ