ବର୍ଷା ଉଜାଡିଲା ପିଆଜ ଫସଲ

କଳାହାଣ୍ଡି: ଖରାଦିନିଆ ଲଗାଣ ବର୍ଷାଯୋଗୁଁ ଶହ ଶହ ହେକ୍ଟର ପିଆଜ ଫସଲ ନଷ୍ଟ ହୋଇଯାଇଛି।ଏଥିପାଇଁ ଚିନ୍ତାରେ ପଡିଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡର ପିଆଜ ଚାଷୀ।ଅମଳ ବେଳକୁ ଖରାଦିନିଆ ବର୍ଷା ଏବେ ଚାଷୀଙ୍କ ଉପରେ ଦାଉ ସାଧିଛି।

ଚଳିତ ବର୍ଷ ଗୋଲାମୁଣ୍ଡା ବ୍ଲକରେ ୬୫୦ ହେକ୍ଟର, ଧର୍ମଗଡରେ ୩୦ ହେକ୍ଟର, ଜୁନାଗଡରେ ୫ ସହ ହେକ୍ଟର, ଜୟପାଟଣାରେ ୨ ଶହ ହେକ୍ଟର ଓ କୋକସରା ବ୍ଲକରେ ୪୨୦ ହେକ୍ଟର ଜମିରେ ପିଆଜ ଚାଷ ହୋଇଥିଲା।ବର୍ଷା ଫଳରେ ଏସବୁ ଜମିରେ ପିଆଜ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।

ଏନେଇ କ୍ଷତିପୂରଣ ଦାବି କରିଛନ୍ତି ପିଆଜ ଚାଷୀ। ସେପଟେ ସରକାରଙ୍କୁ କ୍ଷୟକ୍ଷତିର ଆକଳନ ରିପୋର୍ଟ ଦିଆଯିବ ବୋଲି ଉଦ୍ୟାନ ବିଭାଗ କହିଛି।

ଆହୁରି ପଢ଼ନ୍ତୁ

୫ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି

ବେଡ୍‌ ମିଳିଲାନି ବୋଲି…

ସ୍ୱର୍ଗଦ୍ୱାରରେ ମୃତଦେହ ପହଞ୍ଚିବା ପରେ ରିପୋର୍ଟ ଆସିଲା କରୋନା ପଜିଟିଭ୍‌, ଶବ ନେଇଗଲେ ହସ୍ପିଟାଲ୍ କର୍ତ୍ତୃପକ୍ଷ

ବୋହୂର ପିଲାପିଲି ପାଇଁ ୭ ବର୍ଷର ଶିଶୁକୁ ବଳି

ବିଜେଡିର ବିରୋଧ ପଛରେ ରହିଛି ସିବିଆଇ ରେଡ୍‌: ସୁରେଶ ପୂଜାରୀଙ୍କ ଚାଞ୍ଚଲ୍ୟକର ବୟାନ

କଥା ଦେଇ କଥା ରଖିଲେ, ନମିତାଙ୍କୁ ଜଗନ୍ନାଥ ଭଜନ ଗାଇବାର ସୁଯୋଗ ଦେଲେ ବର୍ଷା

କାହିଁକି ଦ୍ରୁତ ବେଗରେ ବଢ଼ୁଛି ସଂକ୍ରମଣ, ଏମିତି ଆଶଙ୍କା କଲେ ବିଷେଶଜ୍ଞ

ଅଧଘଣ୍ଟାଏରେ କୋଭିଡ୍ ଟେଷ୍ଟ୍ , ଟାଟା ତିଆରି କଲା କିଟ୍‌

ପାଲଲହଡ଼ା ବିଧାୟକଙ୍କୁ କରୋନା

ଟିଏମ୍‌ସି ଟଙ୍କା ନ ପାଇ ତିନି ଦିନ ହେଲେ ଧାରଣାରେ ବସିଛନ୍ତି ସରପଞ୍ଚ

କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଆଉ ୧୦ ଜଣଙ୍କ ଜୀବନ ଗଲା, ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦୦ ଟପିଲା