ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଲଘୁଚାପର ରୂପ ନେଇପାରେ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାରର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏପଟେ ଏହାର ପ୍ରଭାବରେ ଆସନ୍ତା ୯ ଓ ୧୦ ତାରିଖରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି । ବିଶେଷ କରି ମହାନଦୀ, ବ୍ରାହ୍ମଣୀ ଓ ବଂଶଧାରା ନଦୀ ଅବବାହିକାରେ ବେଶି ବର୍ଷା ହେବ ।  ଅନ୍ୟପକ୍ଷେ ରାଜ୍ୟରେ ମୌସୁମୀ ସ୍ୱଭାବିକ ରହିଛି । ମାତ୍ର ୩ ପ୍ରତିଶତ କମ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ

ଏଥର ଓଡ଼ିଶା ବାହାରେ ହେବ OJEE ପରୀକ୍ଷା କେନ୍ଦ୍ର

ଦିଲ୍ଲୀପ ବିଶୋୟୀ ହେବେ ରାଜ୍ୟ ସୂଚନା କମିଶନର!

ଯୁକ୍ତ ଦୁଇ ବିଜ୍ଞାନରେ ମୋଟ ୭ ପିଲା, ଜଣେ ଫର୍ମ ଫିଲପ୍ କରି ପରୀକ୍ଷା ଦେଲେନି-ଜିରୋ ରେଜଲ୍ଟ

ଆରୋଗ୍ୟ ହେଲେ ୧୪୨୨ କରୋନା ଆକ୍ରାନ୍ତ

ସ୍ୱତନ୍ତ୍ର ସଚିବ ଅଜୟ ଦାସଙ୍କୁ ଗିରଫ କଲା ଭିଜିଲାନ୍ସ

ଆଳିପିଙ୍ଗଳ ଜେଲରେ ୨୧ ବନ୍ଦୀଙ୍କୁ କରୋନା

ଅଗଷ୍ଟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱରରୁ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୦୫ ଲୋକାଲ୍‌ କେସ

ସ୍ୱାଧୀନତା ଦିବସରେ ସ୍କୁଲକୁ ଆସିବେନି ଛାତ୍ରଛାତ୍ରୀ

ନିଜେ ଲିଭି ୬ ଜଣଙ୍କ ଜୀବନ ଦୀପ ଜଳାଇଥିଲେ, ସୂରଜଙ୍କ ନାଁରେ ଆରମ୍ଭ ହେଲା ସ୍ୱର୍ଣ୍ଣିମ ଅଧ୍ୟାୟ

ପିଇଓଙ୍କୁ ଅଟକ ରଖିଲେ ଲୋକ, ଗାଁରେ ପହଞ୍ଚିଲେ ବିଡିଓ

ବ୍ରହ୍ମପୁରରେ ୩୧% ଲୋକଙ୍କଠାରେ ଆଣ୍ଟିବଡ଼ି ବିକଶିତ ହୋଇଛି: ଡାକ୍ତର ସଂଘମିତ୍ରା ପତି