ଯାଜପୁର ଉପ-କାରାଗାରରେ ନିଆରା ବିବାହ

ଯାଜପୁର: ଯାଜପୁର ଟାଉନରେ ଥିବା ଉପ-କାରାଗାରରେ ଶୁକ୍ରବାର ଏକ ନିଆରା ବିବାହ ଅନୁଷ୍ଠିତ ହୋଇଛି। ଜିଲ୍ଲା ଉପ-କାରଗାର କତ୍ତୃପକ୍ଷ, ପୋଲିସ, ଉଭୟ ପକ୍ଷର ଓକିଲ, ସାମାଜିକ କର୍ମୀଙ୍କ ଉପସ୍ଥିତରେ ହୋଇଛି ଏହି ବିବାହ।  ୨୦୧୩ ମସିହା ବଳାତ୍କାରର ଶିକାର ହୋଇଥିବା ଜଣେ ୧୭ ବର୍ଷୀୟ ନାବାଳିକାକୁ ବୈଦିକ ରୀତିରେ ବିବାହ କରିଛି ସମ୍ପୃକ୍ତ ଅଭିଯୁକ୍ତ । ଅଭିଯୁକ୍ତଙ୍କ ନାମ ବିପିନ ବିହାରୀ ଖଟୁଆ(୨୮)। ଅଭିଯୁକ୍ତଙ୍କ ଘର ଜେନାପୁର ଥାନା ଅନ୍ତର୍ଗତ ନୂଆକଳନ୍ଦା ଗାଁରେ। ଅଭିଯୁକ୍ତ ଓ ପିଡିତା ବିବାହ ପାଇଁ ରାଜି ହେବାପରେ ଆଜି ଏହି ବିବାହ କରାଯାଇଥିଲା।  ଯାଜପୁର ଜିଲ୍ଲା କାରାଗାରର ନିରୀକ୍ଷକ ବୈଲାଚନ ଦାଶଙ୍କ କହିବା କଥାଯେ, ବିବାହ ପାଇଁ ଯାଜପୁର ଜିଲ୍ଲା ଜଜ କାରାଗାର କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କାରାଗାର କତ୍ତୃପକ୍ଷଙ୍କ ପକ୍ଷରୁ ବିବାହର ଆୟୋଜନ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଗୋଟିଏ ପରିବାରର ୬ ଗୁରୁତର

ଯୁବ ଓ ଛାତ୍ର କମିଟିକୁ ନେଇ ବିଦ୍ରୋହ: ନବୀନଙ୍କ ଆଡ଼କୁ ଉଠିଲା ଅଙ୍ଗୁଳି

୨୮ରୁ ପିଲାଙ୍କ ପାଇଁ ‘ରେଡିଓ ପାଠଶାଳା’, ବିରୋଧୀ ଉଠାଇଲେ ପ୍ରଶ୍ନ

କଟକରେ ନକଲି ସସ୍ କାରଖାନା

ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, ଆଗରେ ଖୋର୍ଦ୍ଧା

ରାଜ୍ୟରେ କୋଭିଡ୍ ବେଡ୍ କେତେ, ସତ କ’ଣ?

ଅପରାଧିକ ମାମଲାରେ ଜଡ଼ିତ ରାଜନେତାଙ୍କ ବଢିଲା ଅଡୁଆ, ନିଜ ଆଡ଼ୁ ମାମଲା କଲେ ହାଇକୋର୍ଟ

ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୫୭ ଲୋକାଲ୍‌ କେସ

ଅଣାୟତ୍ତ ହେଉଛି କରୋନା, ୭ ଦିନ ସହର ବନ୍ଦ ପାଇଁ ପ୍ରସ୍ତାବ

ଅପରାଜିତାଙ୍କୁ ଜାତୀୟସ୍ତରରେ ମିଳିଲା ନୂଆ ଦାୟିତ୍ୱ

ନଡ୍ଡାଙ୍କ ଟିମ୍‌ରେ ଉପାଧ୍ୟକ୍ଷ ପଦ ବଜାୟ ରଖିଲେ ବୈଜୟନ୍ତ

ରାସ୍ତାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ