ସିମି ଲିଙ୍କ: ବଲାଙ୍ଗୀରରେ ହାଇଆଲର୍ଟ

ବଲାଙ୍ଗୀର: ଆତଙ୍କବାଦୀ ସଂଗଠନ ସିମିର ବଲାଙ୍ଗୀର ଲିଙ୍କ ଜଣାପଡିବା ପରେ ଏବେ ଆଗଭର  ହୋଇ ପଡିଛି ପୋଲିସ। ଯେକୌଣସି ପ୍ରକାର ସ୍ଥିତିରେ ମୁକାବିଲା ଲାଗି ପ୍ରଶାସନ କୋର୍ଡିନେସନ କମିଟି ଗଠିତ ହୋଇଛି।vlcsnap

ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବୈଠକ କରାଯିବ ସହ ପରିସ୍ଥିତି ସମ୍ପର୍କରେ ବିଡ଼ିଓମାନଙ୍କୁ ଅବଗତ କରାଯାଇଛି। ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇଛି। ଏହାସହ ସହରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆତଙ୍କବାଦି କାର୍ଯ୍ୟକଳାପ ଉପରେ ତିକ୍ଷ୍ନ ନଜର ରଖାଯାଇଛି।vlcsnap

୨୦୦୦ ମସିହାରୁ ସିମି ପଶ୍ଚିମ ଓଡ଼ିଶାରେ ନିଜ ସ୍ଥିତି ସୁଦୃଢ କରିବାକୁ ଉଦ୍ୟମ ଚଳାଇଥିବା ବଲାଙ୍ଗୀର ଏସପି ସୂଚନା ଦେଇଛନ୍ତି। ତେଲେଙ୍ଗାନା ପୋଲିସ ବଲାଙ୍ଗୀର ଆସି ତିନି ଦିନ ଧରି ତଥ୍ୟ ସଂଗ୍ରହ କରିବା ପରେ ଜତ ୯ ତାରିଖରେ ଫେରିଯାଇଥିଲା। ବଲାଙ୍ଗୀର ସହ ସିମିର ଲିଙ୍କ ନେଇ କିଛି ସୁରାକ ମିଳିଥିବା ସେତେବେଳେ କୁହାଯାଇଥିଲା।

ଆହୁରି ପଢ଼ନ୍ତୁ

ଆଜି ଭାରତ ବନ୍ଦ, କୃଷି ବିଲ୍‌କୁ ବିରୋଧ କରି ରାସ୍ତାରୋକ ଓ ରେଳରୋକ‌ ଡାକରା

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କରୋନା ସହିତ ଡେଙ୍ଗୁରେ ଆକ୍ରାନ୍ତ

ବେଙ୍ଗାଲୁରୁ ହିଂସା: ବିଭିନ୍ନ ସ୍ଥାନରେ ରେଡ୍, ମୁଖ୍ୟ ଅଭିଯୁକ୍ତ ଗିରଫ୍

ଶୁକ୍ରବାର ଏନସିବି ଆଗରେ ହାଜର ହେବେନି ଦୀପିକା

କୃଷି ବିଲକୁ ଜୋରଦାର ବିରୋଧ, ପଞ୍ଜାବରେ ରେଳ ରୋକ୍

କଙ୍ଗନାଙ୍କ ଯାଚିକା ନେଇ ସଞ୍ଜୟଙ୍କୁ ଜବାବ ମାଗିଲେ ହାଇକୋର୍ଟ

ବିଭିନ୍ନ ଠିକଣାରେ ରେଡ୍, ୭୦ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଠାବ

ଆଶ୍ଚର୍ଯ୍ୟଜନକ ଭାବେ ଟ୍ରେନ୍‌ ଟ୍ରାକ୍‌ରୁ ବର୍ତ୍ତିଗଲା ଦୁଇ ବର୍ଷ ବୟସ୍କ ବାଳକ!

ଲକଡାଉନ୍ ବେଳେ ନଦୀ ପାଣିର ମାନ ସେତେଟା ବୃଦ୍ଧି ପାଇନି

କରୋନା ପାଇଁ ଭାରତରେ ପ୍ରାୟ ୨ କୋଟି ଚାକିରି ହରାଇଲେଣି

ଅକ୍ଟୋବର ୨୨ ଯାଏ ବିଚାର ବିଭାଗୀୟ ହେପାଜତକୁ ଗଲେ ଉମର ଖାଲିଦ

ଦିଲ୍ଲୀ ଦଙ୍ଗା: ଚାର୍ଜସିଟରେ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ନାମ