ସେପ୍ଟେମ୍ବର ୨୭ରେ ଓଟିଇଟି ପରୀକ୍ଷା

ଭୁବନେଶ୍ୱର: ସେପ୍ଟେମ୍ବର ୨୭ରେ ଓଟିଇଟି ପରୀକ୍ଷା ହେବ। ରାଜ୍ୟର ୨୨୩ଟି କେନ୍ଦ୍ରରେ ଏହି ପରୀକ୍ଷା ହେବ। ୧ ଲକ୍ଷ ୫ ହଜାର ୫୩୫ ଜଣ ଏଥର ଏହି ପରୀକ୍ଷା ଦେବେ। ଆଜି ଏ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି।