ଏ ବର୍ଷ ହେବନି ଶୀତଳଷଷ୍ଠୀ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ମିଳିଲା ନାହିଁ ଅନୁମତି। କରୋନା ଯୋଗୁ ଲକ୍‌ଡାଉନ୍ ଚାଲୁଥିବାରୁ ବିଏମସି କମିଶନର୍ ଅନୁମତି ଦେଇନଥିବା ଜଣାପଡ଼ିଛି। ଏହାକୁ ନେଇ ସେବାୟତ ମହଲରେ ଅସନ୍ତୋଷ ଦେଖାଦେଇଛି। ମନ୍ଦିର କାର୍ଯ୍ୟାଳୟରେ ୪ ନିଯୋଗ ସହ ବିଏମସି ଅତିରିକ୍ତ କମିଶନରଙ୍କ ଆଲୋଚନ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଅନ୍ୟପକ୍ଷରେ ସେବାୟତମାନେ ପରମ୍ପରା ରକ୍ଷା କରାଯାଉ ବୋଲି ଦାବି କରିଛନ୍ତି। ଏଥିପାଇଁ ୪ ନିଯୋଗ ସେମାନେ ବିଏମ୍ସି କମିଶନର୍ […]

bbsr

bbsr

Tapaswini Nayak
  • Published: Thursday, 21 May 2020
  • Updated: 21 May 2020, 04:04 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ମିଳିଲା ନାହିଁ ଅନୁମତି। କରୋନା ଯୋଗୁ ଲକ୍‌ଡାଉନ୍ ଚାଲୁଥିବାରୁ ବିଏମସି କମିଶନର୍ ଅନୁମତି ଦେଇନଥିବା ଜଣାପଡ଼ିଛି। ଏହାକୁ ନେଇ ସେବାୟତ ମହଲରେ ଅସନ୍ତୋଷ ଦେଖାଦେଇଛି। ମନ୍ଦିର କାର୍ଯ୍ୟାଳୟରେ ୪ ନିଯୋଗ ସହ ବିଏମସି ଅତିରିକ୍ତ କମିଶନରଙ୍କ ଆଲୋଚନ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ।

ଅନ୍ୟପକ୍ଷରେ ସେବାୟତମାନେ ପରମ୍ପରା ରକ୍ଷା କରାଯାଉ ବୋଲି ଦାବି କରିଛନ୍ତି। ଏଥିପାଇଁ ୪ ନିଯୋଗ ସେମାନେ ବିଏମ୍ସି କମିଶନର୍ ଓ ଡିସିପିଙ୍କୁ ଭେଟିବେ ବୋଲି କହିଛନ୍ତି।। ଆସନ୍ତା ୨୭ ତାରିଖରେ ଶୀତଳଷଷ୍ଠୀ ଯାତ୍ରା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story