ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ମାମଲାର ଶୁଣାଣି ଆରମ୍ଭ

କଟକ: ଓଡିଶା ଜିଲ୍ଲା ପରିଷଦ ଆଇନରେ ସଂଶୋଧନକୁ ବିରୋଧ କରି ହାଇକୋର୍ଟରେ ଦାୟର ମାମଲାର ଶୁଣାଣି ଆରମ୍ଭ ହୋଇଛି। ଆଜି ଆବେଦନକାରୀ ସୁଖଲାଲ ମୁଣ୍ଡ କୋର୍ଟରେ ପକ୍ଷ ରଖିଛନ୍ତି। ଆସନ୍ତା ସୋମବାର ଏହି ମାମଲାର ପରବର୍ତ୍ତି ଶୁଣାଣି ହେବ । ରାଜ୍ୟ ନିର୍ବାଚନ କମିଶନଙ୍କ ଓକିଲ ଉକ୍ତ ଦିନ ତାଙ୍କ ପକ୍ଷ ରିଖିବେ । ଆଜି ଶୁଣାଣିରେ ମୁଖ୍ୟତ ୩ଟି ଯୁକ୍ତି ଉପସ୍ଥାପନ କରାଯାଇଥିଲା । ସମ୍ବିଧାନର ଧାରା ୨୪୩ ଅନୁଯାୟୀ ସରକାର ଏଭଳି ସଂଶୋଧନ ଆଣିପାରିବେ […]

highcourt

highcourt

Rakesh Mallick
  • Published: Friday, 17 March 2017
  • Updated: 17 March 2017, 10:13 PM IST

Sports

Latest News

କଟକ: ଓଡିଶା ଜିଲ୍ଲା ପରିଷଦ ଆଇନରେ ସଂଶୋଧନକୁ ବିରୋଧ କରି ହାଇକୋର୍ଟରେ ଦାୟର ମାମଲାର ଶୁଣାଣି ଆରମ୍ଭ ହୋଇଛି। ଆଜି ଆବେଦନକାରୀ ସୁଖଲାଲ ମୁଣ୍ଡ କୋର୍ଟରେ ପକ୍ଷ ରଖିଛନ୍ତି। ଆସନ୍ତା ସୋମବାର ଏହି ମାମଲାର ପରବର୍ତ୍ତି ଶୁଣାଣି ହେବ । ରାଜ୍ୟ ନିର୍ବାଚନ କମିଶନଙ୍କ ଓକିଲ ଉକ୍ତ ଦିନ ତାଙ୍କ ପକ୍ଷ ରିଖିବେ ।

ଆଜି ଶୁଣାଣିରେ ମୁଖ୍ୟତ ୩ଟି ଯୁକ୍ତି ଉପସ୍ଥାପନ କରାଯାଇଥିଲା । ସମ୍ବିଧାନର ଧାରା ୨୪୩ ଅନୁଯାୟୀ ସରକାର ଏଭଳି ସଂଶୋଧନ ଆଣିପାରିବେ ନାହିଁ  ଓ ନିର୍ବାଚନ ପ୍ରକ୍ରିଆ ଆରମ୍ଭ ହେବା ପରେ ସରକାର କୌଣସି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଆବେଦନକାରୀ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା । ସଂଶୋଧିତ ଆଇନ ଯୋଗୁ ଭୋଟଦାନର ଗୋପନୀୟତା ନଷ୍ଟ ହେଉଛି ବୋଲି ଆବେଦନକାରୀଙ୍କ ଓକିଲ ଯୁକ୍ତି ବଢିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story