ମାଛକୁଣ୍ଡ ଓ ଜଲାପୁଟ୍‌ ଜଳ ଭଣ୍ଡାରର ଜଳପତ୍ତନ ବୃଦ୍ଧି

ଲମତାପୁଟ(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁ ଜଲାପୁଟ ଓ ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଆଜି ଜଲାପୁଟ ଜଳ ଭଣ୍ଡାରରୁ ୫ଟି ଗେଟ୍‌ ଖୋଲା ଯାଇଥିବା ବେଳେ ମାଛକୁଣ୍ଡ ଜଳ ଭଣ୍ଡାରରୁ ୪ଟି ଗେଟ୍‌ ଖୋଲାଯାଇଛି। ଜଲାପୁଟ୍‌ ଜଳଭଣ୍ଡାରର ବିପଦ ସଙ୍କେତ ୨୭୫୦ ଫୁଟ୍‌ ରହିଥିବା ବେଳେ ୨୭୪୯.୧୦ ଫୁଟ୍‌ ଜଳ ପ୍ରବାହିତ ହେଉଛି। ଜଳଭଣ୍ଡାରରୁ ପ୍ରତି ସେକେଣ୍ଡକୁ ୨୪ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧୫ ହଜାର କ୍ୟୁସେକ୍ ଜଳ ନିଷ୍କାସନ […]

lamataput,,,

lamataput,,,

Tapaswini Nayak
  • Published: Friday, 06 September 2019
  • Updated: 06 September 2019, 04:11 PM IST

Sports

Latest News

ଲମତାପୁଟ(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁ ଜଲାପୁଟ ଓ ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଆଜି ଜଲାପୁଟ ଜଳ ଭଣ୍ଡାରରୁ ୫ଟି ଗେଟ୍‌ ଖୋଲା ଯାଇଥିବା ବେଳେ ମାଛକୁଣ୍ଡ ଜଳ ଭଣ୍ଡାରରୁ ୪ଟି ଗେଟ୍‌ ଖୋଲାଯାଇଛି।

ଜଲାପୁଟ୍‌ ଜଳଭଣ୍ଡାରର ବିପଦ ସଙ୍କେତ ୨୭୫୦ ଫୁଟ୍‌ ରହିଥିବା ବେଳେ ୨୭୪୯.୧୦ ଫୁଟ୍‌ ଜଳ ପ୍ରବାହିତ ହେଉଛି। ଜଳଭଣ୍ଡାରରୁ ପ୍ରତି ସେକେଣ୍ଡକୁ ୨୪ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧୫ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।

ସେହିପରି ମାଛକୁଣ୍ଡ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଆଜି ଜଳଭଣ୍ଡାର ୮ଟି ଗେଟ୍‌ରୁ ୪ଟି ଗେଟ୍‌ ଖୋଲାଯାଇଛି। ମାଛକୁଣ୍ଡ ଜଳ ଭଣ୍ଡାରର ବିପଦ ସଙ୍କେତ୨୫୯୦ ଫୁଟ୍‌ ରହିଥିବା ବେଳେ ବର୍ତ୍ତମାନ ୨୫୮୯ ଫୁଟ୍‌ ଜଳ ପ୍ରବାହିତ ହେଉଛି। ପ୍ରତି ସେକେଣ୍ଡକୁ ଜଳ ଭଣ୍ଡାରରୁ ୨୪ ହଜାର କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story