ନିଆଁ ଜାଳି ଶୋଇଥିଲେ, ପୋଡ଼ିଗଲେ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ଥାନା ଅନ୍ତର୍ଗତ ଦଣ୍ଡେଇମରା ଗାଁରେ ନିଆଁରେ ପୋଡ଼ି ହୋଇ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ତାଙ୍କ ନାଁ ଇନ୍ଦ୍ରମଣି ପ୍ରଧାନ । ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ଇନ୍ଦ୍ରମଣି ଶୀତ ପାଇଁ ଘରେ ନିଆଁ ଜାଳି ଶୋଇଥିଲେ। ତେବେ ସେ ଶୋଇଥିବା ଅବସ୍ଥାରେ ନିଆଁ ତାଙ୍କ ଦେହରେ ଲାଗି ଯାଇଥିଲା। ନିଆଁରେ ତାଙ୍କ ଶରୀରର ୮୦ଭାଗ ପୋଡ଼ି ହୋଇଯାଇଥିବା ଜଣାପଡ଼ିଛି।

fire-1--1

fire-1--1

Tapaswini Nayak
  • Published: Monday, 17 February 2020
  • Updated: 17 February 2020, 10:26 AM IST

Sports

Latest News

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ଥାନା ଅନ୍ତର୍ଗତ ଦଣ୍ଡେଇମରା ଗାଁରେ ନିଆଁରେ ପୋଡ଼ି ହୋଇ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ତାଙ୍କ ନାଁ ଇନ୍ଦ୍ରମଣି ପ୍ରଧାନ । ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଇନ୍ଦ୍ରମଣି ଶୀତ ପାଇଁ ଘରେ ନିଆଁ ଜାଳି ଶୋଇଥିଲେ। ତେବେ ସେ ଶୋଇଥିବା ଅବସ୍ଥାରେ ନିଆଁ ତାଙ୍କ ଦେହରେ ଲାଗି ଯାଇଥିଲା। ନିଆଁରେ ତାଙ୍କ ଶରୀରର ୮୦ଭାଗ ପୋଡ଼ି ହୋଇଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos