ପୋଲ ତଳକୁ ଖସିଲା ଟ୍ରକ୍‌, ଜଣେ ମୃତ,୨ଗୁରୁତର

ସମ୍ବଲପୁର: ଦେବଗଡ଼ ଜିଲ୍ଲା ଏନଏଚ୍‌-୪୯ ଛୁରିଆବାହଲ ପୋଲରୁ ଏକ ଲୁହାପଥର ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଦେବଗଡ଼ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ୍‌  ଘଟଣାର ତତନ୍ତ କରୁଛି। ଟ୍ରକ୍‌ଟି ସୁନ୍ଦରଗଡ଼ କୋଇଡାରୁ ଲୁହାପଥର ନେଇ ଝାରସୁଗୁଡ଼ା ଯାଉଥିଲା  ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି।  

Rakesh Mallick
  • Published: Thursday, 07 September 2017
  • Updated: 07 September 2017, 10:11 AM IST

Sports

Latest News

ସମ୍ବଲପୁର: ଦେବଗଡ଼ ଜିଲ୍ଲା ଏନଏଚ୍‌-୪୯ ଛୁରିଆବାହଲ ପୋଲରୁ ଏକ ଲୁହାପଥର ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଦେବଗଡ଼ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ୍‌  ଘଟଣାର ତତନ୍ତ କରୁଛି।

ଟ୍ରକ୍‌ଟି ସୁନ୍ଦରଗଡ଼ କୋଇଡାରୁ ଲୁହାପଥର ନେଇ ଝାରସୁଗୁଡ଼ା ଯାଉଥିଲା  ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos