ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ, ଜଣେ ମୃତ, ତିନି ଆହତ

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ରଘୁନାଥପାଲି ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ସିକ୍ୟୁରିଟି ଗାର୍ଡ ବୋଲି ଜଣାପଡ଼ିଛି। ଆହତ ମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ତେବେ କରାଖାନାରେ କିପରି  ବିସ୍ଫୋରଣ ଘଟିଲା ତା’ର କାରଣ ସ୍ପଷ୍ଟ ହୋଇ ନାହିଁ। କରାଖାନାରେ ଗ୍ୟାସ ଟାଙ୍କି ଫାଟି ବିସ୍ଫୋରଣ ଘଟିଥିବା କୁହାଯାଉଛି। ମୃତ ସିକ୍ୟୁରିଟି ଗାର୍ଡ ସମ୍ପର୍କୀୟ […]

Blast

Blast

Tapaswini Nayak
  • Published: Thursday, 27 January 2022
  • Updated: 27 January 2022, 01:48 PM IST

Sports

Latest News

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ରଘୁନାଥପାଲି ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ସିକ୍ୟୁରିଟି ଗାର୍ଡ ବୋଲି ଜଣାପଡ଼ିଛି।

ଆହତ ମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ତେବେ କରାଖାନାରେ କିପରି  ବିସ୍ଫୋରଣ ଘଟିଲା ତା’ର କାରଣ ସ୍ପଷ୍ଟ ହୋଇ ନାହିଁ। କରାଖାନାରେ ଗ୍ୟାସ ଟାଙ୍କି ଫାଟି ବିସ୍ଫୋରଣ ଘଟିଥିବା କୁହାଯାଉଛି।

ମୃତ ସିକ୍ୟୁରିଟି ଗାର୍ଡ ସମ୍ପର୍କୀୟ କହିଛନ୍ତି, ମୋର ଭାଇର ମୃତ୍ୟୁ ଘଟିଥିବା ଆଜି ସକାଳେ ମୋ ପାଖକୁ ଫୋନ ଆସିଥିଲା।  ମୁଁ ଆସିଲା ବେଳକୁ ଭାଇର ମୃତଦେହ ପଡ଼ିଥିଲା।  ପରେ ପଚାରି ବାରୁ  କାରଖାନାରେ ଗ୍ୟାସ ଟାଙ୍କି ଫାଟି ଭାଇର ମୃତ୍ୟୁ ଘଟିଥିବା ସେମାନେ କହୁଛନ୍ତି।  ମୋ ଭାଇ ଏହି  କମ୍ପାନୀରେ ସିକ୍ୟୁରିଗାର୍ଡ ଭାବେ କାମ କରୁ ଥିଲେ।  ତାଙ୍କ ପରିବାରରେ ସେ ଏକ ମାତ୍ର ପୁଅ ଥିଲେ।  ତାଙ୍କ ରୋଜଗାରରେ ଘର ଚଳୁଥିଲା।  ଭାଇଙ୍କ ଘରେ ବାପା ମା’ ସହ ତାଙ୍କର ଚାରି ଜଣ ଭଉଣୀ ଅଛନ୍ତି।  ଦୁଇ ଭଉଣୀ ବାହା ହୋଇସାରିଛନ୍ତି,  ଆଉ ଦୁଇ  ଭଉଣୀ ଅଛନ୍ତି। ତାଙ୍କ ପରିବାରକୁ କିଛି ସାହାଯ୍ୟ କରାଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story