ପୋଷ୍ଟ୍‌ ଅଫିସ୍‌ରେ ଟଙ୍କା ଜମା କରିବାକୁ ଆସୁଥିଲେ, ଲୁଟିନେଲେ ଦୁର୍ବୃତ୍ତ

ସୋର (ଶଶିକାନ୍ତ ବେହେରା): ବ୍ୟାଙ୍କରୁ ଟଙ୍କା ଉଠାଇ ପୋଷ୍ଟ ଅଫିସ୍‌ରେ ଜମା କରିବାକୁ ଆସୁଥିଲେ। ହେଲେ ଜମା କରିବା ପୂର୍ବରୁ ଗାଡ଼ି ଡିକି ଖୋଲି ଦୁର୍ବୃତ୍ତ ଟଙ୍କା ଲୁଟିନେଲେ। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାଟି ଏମିତି। ମହିଷାପଟା ଗାଁର ବିଜୟ କୁମାର ପାଣିଗ୍ରାହୀ ଆଜି ଗୋପାଳପୁର ଷ୍ଟେଟ୍‌ ବ୍ୟାଙ୍କରୁ ୪ ଲକ୍ଷ […]

soro,,,

soro,,,

Tapaswini Nayak
  • Published: Friday, 20 September 2019
  • Updated: 20 September 2019, 06:03 PM IST

Sports

Latest News

ସୋର (ଶଶିକାନ୍ତ ବେହେରା): ବ୍ୟାଙ୍କରୁ ଟଙ୍କା ଉଠାଇ ପୋଷ୍ଟ ଅଫିସ୍‌ରେ ଜମା କରିବାକୁ ଆସୁଥିଲେ। ହେଲେ ଜମା କରିବା ପୂର୍ବରୁ ଗାଡ଼ି ଡିକି ଖୋଲି ଦୁର୍ବୃତ୍ତ ଟଙ୍କା ଲୁଟିନେଲେ। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଘଟଣାଟି ଏମିତି। ମହିଷାପଟା ଗାଁର ବିଜୟ କୁମାର ପାଣିଗ୍ରାହୀ ଆଜି ଗୋପାଳପୁର ଷ୍ଟେଟ୍‌ ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇଥିଲେ। ସେହି ଟଙ୍କାକୁ ୩ଟି ବଣ୍ଡଲ୍‌ କରି ସ୍କୁଟି ଡିକିରେ ରଖି ଗୋପାଳପୁର ପୋଷ୍ଟ୍‌ ଅଫିସରେ ଜମା କରିବାକୁ ଯାଉଥିଲେ। ତେବେ ଆଜି ଟଙ୍କା ଜମା କରିହେବ କି ନାହିଁ, ସେ ସମ୍ପର୍କରେ ପଚାରିବା ପାଇଁ ଶ୍ରୀ ପାଣିଗ୍ରାହୀ ସ୍କୁଟିକୁ ପୋଷ୍ଟ ଅଫିସ୍‌ ସମ୍ମୁଖରେ ଛିଡ଼ା କରି ଯାଇଥିଲେ। କିଛି ସମୟ ପରେ ଆସି ଦେଖନ୍ତି ଡିକିର ଲକ୍‌ ମୁକୁଳା ପଡ଼ିଛି। ଆଉ ଡିକି ଭିତରେ ଥିବା ୩ଟି ବଣ୍ଡଲ୍‌ରୁ ଗୋଟିଏ ବଣ୍ଡଲ୍‌ ଚୋରି ହୋଇ ଯାଇଛି। ଯେଉଁଥିରେ ଲକ୍ଷେ ୬୦ ହଜାର ଟଙ୍କା ଥିଲା।

ଏନେଇ ବିଜୟ ଗୋପାଳ ଫାଣ୍ଡିରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story