୧ ମିନିଟରେ ୯୨ ପଇଡ଼ ଫଟାଇ ନୂଆ ଗିନିଜ ୱାର୍ଲ୍ଡ ରେକର୍ଡ କଲେ କେଶବ

ଭୁବନେଶ୍ୱର: ୧ ମିନିଟରେ ୯୨ଟି ପଇଡ଼ ଫଟାଇ ଗିନିଜ୍ ୱାର୍ଲ୍ଡରେ ନୂଆ ରେକର୍ଡ କରିଥିବା ଦାବି କରିଛନ୍ତି କେଶବ ସ୍ୱାଇଁ। ପୂର୍ବରୁ ସେ ୧ ମିନିଟରେ ୮୫ଟି ପଇଡ଼ ଫଟାଇ ଏହି ରେକର୍ଡ କରିଥିଲେ। ଭୁବନେଶ୍ୱର ଜନତା ମଇଦାନରେ ଏକ ଷ୍ଟାଣ୍ଡରେ ୧୩୪ଟି ପଇଡ଼ ରଖାଯାଇଥିଲା। କେଶବ ଗୋଟାଏ ପରେ ଗୋଟାଏ ପଇଡ଼ ଭାଙ୍ଗି ଚାଲିଥିଲେ। ଜୁରି ଥିବା କିକ୍ ବକ୍ସିଂ  ଫେଡରେସନ ଅପ୍ ଇଣ୍ଡିଆର ସଭାପତି ଏସ୍.ଏସ୍. ହରିଚନ୍ଦନ ଏବଂ କିଟ୍ ବିଶ୍ୱବିଦ୍ୟାଳୟର କ୍ରୀଡା ନିର୍ଦ୍ଦେଶକ […]

kesab

kesab

Rakesh Mallick
  • Published: Thursday, 29 October 2015
  • Updated: 29 October 2015, 10:17 AM IST

Sports

Latest News

ଭୁବନେଶ୍ୱର: ୧ ମିନିଟରେ ୯୨ଟି ପଇଡ଼ ଫଟାଇ ଗିନିଜ୍ ୱାର୍ଲ୍ଡରେ ନୂଆ ରେକର୍ଡ କରିଥିବା ଦାବି କରିଛନ୍ତି କେଶବ ସ୍ୱାଇଁ। ପୂର୍ବରୁ ସେ ୧ ମିନିଟରେ ୮୫ଟି ପଇଡ଼ ଫଟାଇ ଏହି ରେକର୍ଡ କରିଥିଲେ। ଭୁବନେଶ୍ୱର ଜନତା ମଇଦାନରେ ଏକ ଷ୍ଟାଣ୍ଡରେ ୧୩୪ଟି ପଇଡ଼ ରଖାଯାଇଥିଲା। କେଶବ ଗୋଟାଏ ପରେ ଗୋଟାଏ ପଇଡ଼ ଭାଙ୍ଗି ଚାଲିଥିଲେ। ଜୁରି ଥିବା କିକ୍ ବକ୍ସିଂ  ଫେଡରେସନ ଅପ୍ ଇଣ୍ଡିଆର ସଭାପତି ଏସ୍.ଏସ୍. ହରିଚନ୍ଦନ ଏବଂ କିଟ୍ ବିଶ୍ୱବିଦ୍ୟାଳୟର କ୍ରୀଡା ନିର୍ଦ୍ଦେଶକ ଗଗନେନ୍ଦୁ ଦାସ ଫାଟିଥିବା ପଇଡ଼ ଗଣିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story