ବନ୍ଦ ହେବ ହୀରାକୁଦ ଡ୍ୟାମର ୧୦ଟି ଗେଟ୍

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ହୀରାକୁଦର ଡ୍ୟାମର ଆଜି ୧୦ଟି ଗେଟ୍ ବନ୍ଦ ହେବ। ବର୍ତ୍ତମାନ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ୧୦ଟି ଗେଟ୍‌ ବନ୍ଦ କରାଯିବ। କେବଳ ୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେବ। ମହାନଦୀର ଉପମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ୧୦ଟି ଗେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ କରି ୧୦ଟି ଗେଟ୍ ବନ୍ଦ କରାଯିବ। ଉପମୁଣ୍ଡରେ ବର୍ଷା ଯୋଗୁ ଇବ୍ ନଦୀରେ ବନ୍ୟାପାଣି ଆସିବାରୁ […]

hirakuda-dam

hirakuda-dam

Tapaswini Nayak
  • Published: Tuesday, 20 August 2019
  • Updated: 20 August 2019, 09:44 AM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ହୀରାକୁଦର ଡ୍ୟାମର ଆଜି ୧୦ଟି ଗେଟ୍ ବନ୍ଦ ହେବ। ବର୍ତ୍ତମାନ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ୧୦ଟି ଗେଟ୍‌ ବନ୍ଦ କରାଯିବ। କେବଳ ୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେବ।

ମହାନଦୀର ଉପମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ୧୦ଟି ଗେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ କରି ୧୦ଟି ଗେଟ୍ ବନ୍ଦ କରାଯିବ।

ଉପମୁଣ୍ଡରେ ବର୍ଷା ଯୋଗୁ ଇବ୍ ନଦୀରେ ବନ୍ୟାପାଣି ଆସିବାରୁ ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଖୋଲାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story