ଅପାଠୁଆ ବାପା ମାଆଙ୍କ ଜଘନ୍ୟ କାଣ୍ଡ: ପେଟରୋଗ ଭଲ କରିବାକୁ ୧୦ବର୍ଷର ଝିଅକୁ ଚେଙ୍କ

କେନ୍ଦୁଝର: ଆମେ ଯେତେ ଆଧୁନିକ ଓ ପାଠୁଆ ହେଉଛୁ, ସେତେ ଅଧିକ ଅନ୍ଧବିଶ୍ୱାସ ଆମ ସମାଜକୁ ଗ୍ରାସ କରୁଛି। କେନ୍ଦୁଝର ଓ ମୟୂରଭଂଜ ପରି ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରୁ ବାରମ୍ବାର ଚେଙ୍କ ଚିକିତ୍ସା ସଂପର୍କିତ ଖବର ଆସିବାରେ ଲାଗିଛି। ଏମିତି ଏକ ଖବର ଏବେ ଆସିଛି କେନ୍ଦୁଝର ଜିଲ୍ଲାର ବାଂଶପାଳ ଅଂଚଳରୁ। ମିଳିଥିବା ଖବର ଅନୁୟାୟୀ, ବାଂଶପାଳ ବ୍ଲକର ରବୋ ଗାଁରେ ଜଣେ ୧୦ ବର୍ଷର ଝିଅକୁ ଚେଙ୍କ ଦିଆଯାଇଛି। ଏପରି ଜଘନ୍ୟ କାର୍ଯ୍ୟ ପୁଣି କରିଛନ୍ତି […]

kandujera

kandujera

Rakesh Mallick
  • Published: Saturday, 17 June 2017
  • Updated: 19 June 2017, 02:56 PM IST

Sports

Latest News

କେନ୍ଦୁଝର: ଆମେ ଯେତେ ଆଧୁନିକ ଓ ପାଠୁଆ ହେଉଛୁ, ସେତେ ଅଧିକ ଅନ୍ଧବିଶ୍ୱାସ ଆମ ସମାଜକୁ ଗ୍ରାସ କରୁଛି। କେନ୍ଦୁଝର ଓ ମୟୂରଭଂଜ ପରି ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରୁ ବାରମ୍ବାର ଚେଙ୍କ ଚିକିତ୍ସା ସଂପର୍କିତ ଖବର ଆସିବାରେ ଲାଗିଛି। ଏମିତି ଏକ ଖବର ଏବେ ଆସିଛି କେନ୍ଦୁଝର ଜିଲ୍ଲାର ବାଂଶପାଳ ଅଂଚଳରୁ।

ମିଳିଥିବା ଖବର ଅନୁୟାୟୀ, ବାଂଶପାଳ ବ୍ଲକର ରବୋ ଗାଁରେ ଜଣେ ୧୦ ବର୍ଷର ଝିଅକୁ ଚେଙ୍କ ଦିଆଯାଇଛି। ଏପରି ଜଘନ୍ୟ କାର୍ଯ୍ୟ ପୁଣି କରିଛନ୍ତି ଝିଅର ସଂପର୍କୀୟମାନେ। କିଛିଦିନ ହେଲା ଝିଅଟି ପେଟରୋଗରେ ପୀଡ଼ିତ ଥିଲା। ଘର ଲୋକମାନେ ଡାକ୍ତରଖାନା ନେଇ ତାର ଚିକିତ୍ସା ନକରି ୫ ଦିନ ତଳେ ତା ଦେହରେ ଚେଙ୍କ ଦେଇଥିଲେ। ଫଳରେ ଝିଅଟିର ଅବସ୍ଥା ଅଧିକ ଖରାପ ହୋଇଯାଇଥିଲା। ତା ପରେ ଯାଇ ଘର ଲୋକଙ୍କର ଚେତା ପଶିଥିଲା। ଗୁରୁତର ଅବସ୍ଥାରେ ଝିଅଟିକୁ ସେମାନେ ମେଡିକାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଝିଅର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି।

ଗତ ୧୦ ଦିନ ଭିତରେ କେନ୍ଦୁଝର ଜିଲ୍ଲାରେ ୫ ଜଣ ଶିଶୁଙ୍କୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ସେଥିମଧ୍ୟରୁ ଗତ ଦୁଇଦିନ ମଧ୍ୟରେ ୪ ଜଣଙ୍କର ଚେଙ୍କ ଚିକିତ୍ସା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story