ବାଥ୍‌ରୁମ୍‌ରେ କ’ଣ ଦେଖିଲେ ଛାତ୍ର? କାହିଁକି ଛେଚି ପକାଇଲେ ସ୍କୁଲ୍ ଚେୟାରମ୍ୟାନ୍‌ଙ୍କ ପତ୍ନୀ?

ନୀଳଗିରି: ସ୍କୁଲରେ ୧୦ ବର୍ଷର ଛାତ୍ରକୁ ଅମାନୁଷିକ ମାଡ଼। ଏମିତି ମାଡ଼ ମରାଯାଇଛି ଯେ ପିଲାଟିର ଶରୀରର ବିଭିନ୍ନ ସ୍ଥାନରେ ଚିହ୍ନ ବସିଯାଇଛି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ନିକଟସ୍ଥ ଆର୍‌.କେ ପବ୍ଲିକ୍ ସ୍କୁଲ୍‌ରେ। ପିଲାଟିକୁ ମାଡ଼ ମାରିଛନ୍ତି ଅନୁଷ୍ଠାନର ଚେୟାରମ୍ୟାନ୍‌ଙ୍କ ପତ୍ନୀ। ଏନେଇ ପିଲାଟିର ବାପା  ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। କାହିଁକି ପିଟିଲେ? ମାଡ଼ ଖାଇଥିବା ପିଲାଟି ପଞ୍ଚମ ଶ୍ରେଣୀରେ ପଢୁଛି। ତାକୁ ଯେଉଁ କାରଣ ପାଇଁ ମାଡ଼ ମରାଯାଇଛି, ତାହା […]

schoolimage

schoolimage

Rakesh Mallick
  • Published: Thursday, 14 December 2017
  • Updated: 14 December 2017, 06:45 PM IST

ନୀଳଗିରି: ସ୍କୁଲରେ ୧୦ ବର୍ଷର ଛାତ୍ରକୁ ଅମାନୁଷିକ ମାଡ଼। ଏମିତି ମାଡ଼ ମରାଯାଇଛି ଯେ ପିଲାଟିର ଶରୀରର ବିଭିନ୍ନ ସ୍ଥାନରେ ଚିହ୍ନ ବସିଯାଇଛି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ନିକଟସ୍ଥ ଆର୍‌.କେ ପବ୍ଲିକ୍ ସ୍କୁଲ୍‌ରେ। ପିଲାଟିକୁ ମାଡ଼ ମାରିଛନ୍ତି ଅନୁଷ୍ଠାନର ଚେୟାରମ୍ୟାନ୍‌ଙ୍କ ପତ୍ନୀ। ଏନେଇ ପିଲାଟିର ବାପା  ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି।

କାହିଁକି ପିଟିଲେ?

ମାଡ଼ ଖାଇଥିବା ପିଲାଟି ପଞ୍ଚମ ଶ୍ରେଣୀରେ ପଢୁଛି। ତାକୁ ଯେଉଁ କାରଣ ପାଇଁ ମାଡ଼ ମରାଯାଇଛି, ତାହା ଜାଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଘଟଣାଟି ହେଉଛି ଗତ ୧୨ ତାରିଖର। ସେଦିନ ସକାଳ ସାଢ଼େ ଏଗାରଟା ବେଳେ ପିଲାଟି ବାଥ୍‌ରୁମ୍‌ ଯାଇଥିଲା। ତେବେ ସେଠାରେ ସେ ଯାହା ଦେଖିଲା ତାହା ତାକୁ ଆଶ୍ଚର୍ଯ୍ୟ କରି ଦେଲା। ବାଥ୍‌ରୁମ୍ ଭିତରେ ଜଣେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସେ ଅସଂଯତ ଅବସ୍ଥାରେ ଦେଖି ଥିଲା। ସ୍କୁଲ୍‌ରୁ ଫେରିବା ବେଳେ ସେ ଏ କଥା ସେଠାକାର ଜଣେ ମହିଳା କର୍ମଚାରୀଙ୍କୁ କହିଥିଲେ। କଥାଟା ଯାଇ ପଡ଼ିଲା ସ୍କୁଲ୍ ଚେୟାରମ୍ୟାନ୍‌ଙ୍କ ପତ୍ନୀଙ୍କ କାନରେ। ସେ ସ୍କୁଲ୍‌ର ସବୁ କଥା ବୁଝାବୁଝି କରନ୍ତି। ୧୩ ତାରିଖ ଦିନ ସେ ପିଲାଟିକୁ କ୍ଲାସ୍‌ରୁମ୍‌ରୁ ଡାକି ଆଣି ମାଡ଼ ମାରିଥିଲେ।

ଗିରଫ ଦାବି

ମାଡ଼ ମାରିଥିବା ମହିଳାଙ୍କୁ ଗିରଫ କରିବା ପାଇଁ ପିଲାଟିର ବାପାମା’ ଦାବି କରିଛନ୍ତି। ପିଲାଟିର ମା’ କହିଛନ୍ତି,“ପୁଅକୁ ପିଟିବା ପରେ ଚେୟାରମ୍ୟାନ୍‌ଙ୍କ ପତ୍ନୀ ଆମକୁ ସ୍କୁଲ୍‌କୁ ଡାକି ଥିଲେ। ସେ କହିଥିଲେ ଯେ ଆମ ପୁଅ ମିଛ କଥା କହୁଛି। ଯଦି ସେ ମିଛ କହିଥିଲା, ତା’ହେଲେ ଆମକୁ ଡାକି କଥା ହୋଇପାରି ଥାଆନ୍ତେ। ମାଡ଼ ମାରି ସାରିବା ପରେ କାହିଁକି ଡାକିଲେ? ତା ହାତ, ଜଙ୍ଗରେ ଦାଗ ହୋଇଯାଇଛି। ଏମିତି କି ତା’ କାନ ମୋଡ଼ି ଠେଲି ଦେବାରୁ ସେ କାନ୍ଥରେ ପିଟି ହୋଇଯାଇଥିଲା।”

ନୀଳଗିରି ଥାନା ଆଇଆଇସି ରମେଶ ଚନ୍ଦ୍ର ସିଂ କହିଛନ୍ତି,“ଆମେ ଘଟଣାର ତଦନ୍ତ କରୁଛୁ। ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ଅଛି। ଅଭିଯୋଗ ସତ ବୋଲି ଜଣାପଡ଼ିଲେ ଆମେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story