୧୦୦ଟି ଗୋଦାମ ଘରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଭିଡିଓ କନଫରେନିସିଂ ଜରିଆରେ ଶହେଟି ନୂଆ ଗୋଦାମ ଘରକୁ ଲୋକାର୍ପିତ କରିଛନ୍ତି। ତା’ସହିତ ୪୧,୦୦୦ ମହିଳା କିସାନ କାର୍ଡଧାରୀଙ୍କୁ ମାଗଣାରେ ମୋବାଇଲ୍‌ ଫୋନ୍ ଯୋଗାଇ ଦେବାକୁ ସମବାୟ ବିଭାଗ ଆରମ୍ଭ କରିଥିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୦ ଜଣ ମହିଳା କିସାନ କାର୍ଡଧାରୀଙ୍କୁ ମୋବାଇଲ୍ ଫୋନ୍ ବାଣ୍ଟି ଥିଲେ। ସମବାୟ ବିଭାଗ ପକ୍ଷରୁ ସଚିବାଳୟରେ ଗ୍ରାମ ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ […]

cm-godown

cm-godown

Rakesh Mallick
  • Published: Friday, 12 August 2016
  • Updated: 12 August 2016, 01:36 PM IST

Sports

Latest News

cm-godownଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଭିଡିଓ କନଫରେନିସିଂ ଜରିଆରେ ଶହେଟି ନୂଆ ଗୋଦାମ ଘରକୁ ଲୋକାର୍ପିତ କରିଛନ୍ତି। ତା’ସହିତ ୪୧,୦୦୦ ମହିଳା କିସାନ କାର୍ଡଧାରୀଙ୍କୁ ମାଗଣାରେ ମୋବାଇଲ୍‌ ଫୋନ୍ ଯୋଗାଇ ଦେବାକୁ ସମବାୟ ବିଭାଗ ଆରମ୍ଭ କରିଥିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୦ ଜଣ ମହିଳା କିସାନ କାର୍ଡଧାରୀଙ୍କୁ ମୋବାଇଲ୍ ଫୋନ୍ ବାଣ୍ଟି ଥିଲେ।

ସମବାୟ ବିଭାଗ ପକ୍ଷରୁ ସଚିବାଳୟରେ ଗ୍ରାମ ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ଦାମୋଦର ରାଉତ ଅଧ୍ୟକ୍ଷତା କରିଥିଲେ। ଏଥିରେ ଅର୍ଥ ମନ୍ତ୍ରୀ ପ୍ରଦୀପ ଅମାତ, ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର, ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏବଂ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଉଷା ଦେବୀଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story