ପୁରୁଷୋତ୍ତମପୁରରେ ୧୦୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସିରେ ୧୦୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ପ୍ରତ୍ୟେକ ଦିନ ସରକାରୀ ହସପିଟାଲ ଓ ଘରୋଇ କ୍ଲିନିକରେ ୮ରୁ ୧୦ ଜଣ ଭର୍ତ୍ତି ହେଉଛନ୍ତି।  ଦୂଷିତ ପାଣି ପିଇବା ଦ୍ୱାରା ଏହି ରୋଗ ବ୍ୟାପିଛି ବୋଲି ଡାକ୍ତର କହିଛନ୍ତି। ଏହା ଜାଣିବା ପରେ ଡାଇରିଆ ସହ ଜଣ୍ଡିସ ପାଇଁ ମଧ୍ୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗର ଜେଇ କିମ୍ଭା ଅନ୍ୟ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ନାହିଁ। ଅନ୍ୟପକ୍ଷରେ […]

da

da

Rakesh Mallick
  • Published: Wednesday, 30 November 2016
  • Updated: 30 November 2016, 08:49 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସିରେ ୧୦୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ପ୍ରତ୍ୟେକ ଦିନ ସରକାରୀ ହସପିଟାଲ ଓ ଘରୋଇ କ୍ଲିନିକରେ ୮ରୁ ୧୦ ଜଣ ଭର୍ତ୍ତି ହେଉଛନ୍ତି।  ଦୂଷିତ ପାଣି ପିଇବା ଦ୍ୱାରା ଏହି ରୋଗ ବ୍ୟାପିଛି ବୋଲି ଡାକ୍ତର କହିଛନ୍ତି। ଏହା ଜାଣିବା ପରେ ଡାଇରିଆ ସହ ଜଣ୍ଡିସ ପାଇଁ ମଧ୍ୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗର ଜେଇ କିମ୍ଭା ଅନ୍ୟ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ନାହିଁ।

ଅନ୍ୟପକ୍ଷରେ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ପାଣିରୁ ଏହି ରୋଗ ବ୍ୟାପୁଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ସ୍ୱାସ୍ଥ୍ୟକର୍ମୀମାନେ ଘର ଘର ବୁଲି ସଚେତନତା ସୃଷ୍ଟି କରୁଛନ୍ତି। ୯ଦିନ ପରେ ବି ପରିସ୍ଥିତି ନିୟନ୍ତ୍ରଣକୁ ନ ଆସିବା ଲୋକଙ୍କୁ ଚିନ୍ତାରେ ପକାଇଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story