କାର୍ ଭିତର ସାରା ସିକ୍ରେଟ ଚାମ୍ବର, ଗ୍ୟାସ୍ ସିଲିଣ୍ଡରକୁ ବି ଛାଡ଼ିଲେନି; ଦିଲ୍ଲୀ ଯାଉଥିଲା ଗଞ୍ଜେଇ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗ୍ୟାସ୍ ସିଲିଣ୍ଡର କାଟି ଭିତରେ ଗଞ୍ଜେଇ ପୂରାଇ ଚୋରା ଚାଲାଣ କରୁଥିଲେ। ଖାଲି ଗ୍ୟାସ୍ ସିଲିଣ୍ଡର ନୁହେଁ, ପୂରା ଗୋଟିଏ ଗାର୍‌ର ଡୋର, ଡିକି ପ୍ରଭୃତିକୁ କାଟି ସିକ୍ରେଟ ଚାମ୍ବର ଭାବେ ବ୍ୟବହାର କରିଥିଲେ। ସବୁଠି ଖଞ୍ଜା ହୋଇଥିଲା ବିପୁଳ ପରିମାଣର ଗଞ୍ଜେଇ। ବ୍ରହ୍ମପୁରରେ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲଣକାରୀ ରାକେଟ ଧରାପଡ଼ିବା ପରେ ଅବକାରୀ ବିଭାଗ ତାଜୁବ୍ ହୋଇଛି। ପୁଲିସ ଡାଳେ ଡାଳେ ଗଲେ ଚୋରମାନେ ପତ୍ରେପତ୍ରେ ଯାଉଥିବା ଏଥିରୁ ସ୍ପଷ୍ଟ […]

car

car

Niranjan Mishra
  • Published: Saturday, 17 September 2022
  • Updated: 17 September 2022, 04:40 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗ୍ୟାସ୍ ସିଲିଣ୍ଡର କାଟି ଭିତରେ ଗଞ୍ଜେଇ ପୂରାଇ ଚୋରା ଚାଲାଣ କରୁଥିଲେ। ଖାଲି ଗ୍ୟାସ୍ ସିଲିଣ୍ଡର ନୁହେଁ, ପୂରା ଗୋଟିଏ ଗାର୍‌ର ଡୋର, ଡିକି ପ୍ରଭୃତିକୁ କାଟି ସିକ୍ରେଟ ଚାମ୍ବର ଭାବେ ବ୍ୟବହାର କରିଥିଲେ। ସବୁଠି ଖଞ୍ଜା ହୋଇଥିଲା ବିପୁଳ ପରିମାଣର ଗଞ୍ଜେଇ। ବ୍ରହ୍ମପୁରରେ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲଣକାରୀ ରାକେଟ ଧରାପଡ଼ିବା ପରେ ଅବକାରୀ ବିଭାଗ ତାଜୁବ୍ ହୋଇଛି। ପୁଲିସ ଡାଳେ ଡାଳେ ଗଲେ ଚୋରମାନେ ପତ୍ରେପତ୍ରେ ଯାଉଥିବା ଏଥିରୁ ସ୍ପଷ୍ଟ ହୋଇଛି।

ବିଶ୍ୱସ୍ତ ସୂତ୍ରରୁ ସୂଚନା ଆଧାରରେ ଏହି ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଧରିଛି ଅବକାରୀ ସଦର୍ଣ୍ଣ ଡିଭିଜନ। ଡିଭିଜନର ଡେପୁଟି କମିଶନରଙ୍କ ନିର୍ଦ୍ଦେଶରେ ଅବକାରୀ ଟିମ୍ ଏହି  ଚଢ଼ାଉ କରିଥିଲା। ଡେପୁଟି କମିଶନର ଅଶୋକ ଶତପଥୀଙ୍କ ସୂଚନା ମୁତାବକ, ଗଜପତି ଜିଲ୍ଲାରୁ ଦଲ୍ଲୀକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଜି ସକାଳୁ ଏ ସମ୍ପର୍କରେ ଖବର ମିଳିଥିଲା। ଖବରକୁ ଆଧାର କରି ଚଢ଼ାଉ ହୋଇଥିଲା। ଅବକାରୀ ଓ ପୁଲିସ ବିଭାଗର ଯାଞ୍ଚରେ ଧରା ନ ପଡ଼ିବା ପାଇଁ ଦୁର୍ବୁତ୍ତମାନେ ଗଞ୍ଜେଇ ଚାଲାଣରେ ଏକ ଦାମୀ ଓ୍ୱାଗ୍ନର କାର ବ୍ୟବହାର କରିଥିଲେ।

ଏହି କାରର ୪ଟି ଡୋର, ଆଗ ଓ ପଛ ସିଟ, ବ୍ୟାକ ଡିକି ସବୁଥିରେ ସିକ୍ରେଟ୍ ଚାମ୍ବର କରିଥିଲେ।  ଓ୍ୱାଗ୍ନର କାରକୁ ଗ୍ୟାସରେ ଚାଲିବା ଭଳି ଦେଖାଇ ଏକ ଗ୍ୟାସ  ସିଲିଣ୍ଡର ମଧ୍ୟ ଥିଲା।  ତାକୁ ବି କାଟି ସେଥିରେ ଗଞ୍ଜେଇ ଭର୍ତ୍ତି କରି ନେବାକୁ ଚେଷ୍ଟା କରିଥିଲେ।  କାରଟିକୁ ବ୍ରହ୍ମପୁରର ଗୋପାଳପୁର ଛକରେ ଅଟକାଯାଇଥିଲା। ଗୋପାଳପୁର ଛକ ଠାରେ ଦିଲ୍ଲୀ ମାଫିଆଙ୍କୁ କାର୍ ହସ୍ତାନ୍ତର ବେଳେ ଧରିଥିଲେ ଗୁଇନ୍ଦା ବିଭାଗର ଅଧିକାରୀମାନେ। ସେମାନଙ୍କ ନିକଟରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି।

ଏହି ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଥିବା ଦକ୍ଷିଣ ଦିଲ୍ଲୀ ବଦରପୁର ଅଞ୍ଚଳର ମୋହସିନ ଅନସାରୀ, ୟୁପିର ଜିତେନ୍ଦ୍ର କୁମାର, ଗଜପତି ଜିଲ୍ଲା ଅଡବା ଅନ୍ତରବା ଗ୍ରାମର ସୋମନାଥ ରଇତ, ବିଧାନ ସିଂଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି ଅବକାରୀ ବିଭାଗ। ଗଜପତି ଅଞ୍ଚଳରୁ ଗଞ୍ଜେଇ କଲେକ୍ସନ କରି ଅବଡା ଅଞ୍ଚଳର ଦୁଇ ବ୍ୟକ୍ତି ଦିଲ୍ଲୀର ପଠାଉଥିଲେ। ଦିଲ୍ଲୀର ଦୁଇଜଣ ବ୍ୟକ୍ତି ଏଥିରେ ସହାୟତା କରୁଥିଲେ। ଏଭଳି ଭାବେ ଅଭିଯୁକ୍ତମାନେ ଏଠାରୁ କମ୍ ଦାମ୍‌ରେ ଗଞ୍ଜେଇ ନେଇ ଦିଲ୍ଲୀରେ ଚଢ଼ା ଦାମରେ ବିକ୍ରି କରୁଥିଲେ ବୋଲି ଶ୍ରୀ ଶତପଥୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story