୫ ବର୍ଷରେ ୧୦୮ ଆମ୍ବୁଲାନ୍ସ ସେବା, ୧୬ ଲକ୍ଷ ରୋଗୀ ଉପକୃତ

ଭୁବନେଶ୍ୱର: ମାଗଣାରେ ରାଜ୍ୟବାସୀଙ୍କୁ ଜରୁରୀକାଳିନ ସେବା ଯୋଗାଇଦେବା ଲାଗି ଓଡ଼ିଶାରେ ଆରମ୍ଭ ହୋଇଥିବା ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ନିକଟରେ ୫ ବର୍ଷ ପୂରଣ କରିଛି। ଯାହାଦ୍ୱାରା ଉପକୃତ ହୋଇଛନ୍ତି ୧୬ ଲକ୍ଷରୁ ଊର୍ଦ୍ଧ୍ୱ ରୋଗୀ। ୨୦୧୩ ମସିହା ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି ସେବା ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇ ପାରିଛି। ଏହାଦ୍ୱାରା କେବଳ ସହରାଞ୍ଚଳ ନୁହେଁ ବରଂ ଗ୍ରାମାଞ୍ଚଳର ଲୋକେ ମଧ୍ୟ ଉପକୃତ ହୋଇପାରିଛନ୍ତି। ସେବାକୁ ଆହୁରି ଅଧିକରୁ ଅଧିକ ଲୋକାଭିମୁଖି କରିବା ଲାଗି ୨୦୧୭ […]

Ambulance

Ambulance

Rakesh Mallick
  • Published: Thursday, 08 March 2018
  • Updated: 08 March 2018, 01:39 PM IST

Sports

Latest News

ଭୁବନେଶ୍ୱର: ମାଗଣାରେ ରାଜ୍ୟବାସୀଙ୍କୁ ଜରୁରୀକାଳିନ ସେବା ଯୋଗାଇଦେବା ଲାଗି ଓଡ଼ିଶାରେ ଆରମ୍ଭ ହୋଇଥିବା ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ନିକଟରେ ୫ ବର୍ଷ ପୂରଣ କରିଛି। ଯାହାଦ୍ୱାରା ଉପକୃତ ହୋଇଛନ୍ତି ୧୬ ଲକ୍ଷରୁ ଊର୍ଦ୍ଧ୍ୱ ରୋଗୀ। ୨୦୧୩ ମସିହା ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି ସେବା ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇ ପାରିଛି। ଏହାଦ୍ୱାରା କେବଳ ସହରାଞ୍ଚଳ ନୁହେଁ ବରଂ ଗ୍ରାମାଞ୍ଚଳର ଲୋକେ ମଧ୍ୟ ଉପକୃତ ହୋଇପାରିଛନ୍ତି।
ସେବାକୁ ଆହୁରି ଅଧିକରୁ ଅଧିକ ଲୋକାଭିମୁଖି କରିବା ଲାଗି ୨୦୧୭ ମସିହା ଡ଼ିସେମ୍ବର ୨୩ରେ ଓଡ଼ିଶା ସରକାରଙ୍କ ଦ୍ୱାରା ଅତିରିକ୍ତ ୯୨ଟି ଆମ୍ବୁଲାନ୍ସ ଲୋକାର୍ପିତ କରାଯାଇଛି। ୫ ବର୍ଷରେ ପହଞ୍ଚିଥିବା ଏହି ସେବା ଅନେକ ଉତ୍ଥାନ ପତନ ଦେଇ ସଫଳତାରେ ଶୀର୍ଷରେ ପହଞ୍ଚିଛି। ରାଜ୍ୟରେ ମାଗଣା ଆମ୍ବୁଲାନ୍ସ ଯୋଗାଇ ଦେବା ଲାଗି ଓଡ଼ିଶା ସରକାର ଓ ଜିକ୍ୱିଟ୍‌ଜା ହେଲଥ୍ କେୟାର୍ ଲିମିଟେଡ (ଜେଏଚଏଲ୍) ମଧ୍ୟରେ ୨୦୧୨ ଅଗଷ୍ଟ ୧ରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ଏହାପରେ ସ୍ୱଳ୍ପ ସମୟ ମଧ୍ୟରେ ଲୋକମାନଙ୍କ ନିକଟରେ ସେବା ପହଞ୍ଚାଇବାର ଲକ୍ଷ୍ୟ ରଖିଥିବା ଏହି ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ଲୋକାଦ୍ରୁତ କରିବା ଲାଗି ଭୁବନେଶ୍ୱରରେ ଏକ କଲ୍ ସେଣ୍ଟର ମଧ୍ୟ ସ୍ଥାପନ କରାଯାଇଥିଲା। ଯାହାଫଳରେ ଲୋକମାନଙ୍କ ସମସ୍ୟାର ସମାଧାନ ତତ୍‌କ୍ଷଣାତ ହୋଇପାରୁଛି। ସମ୍ପୁର୍ଣ୍ଣ ଭାବେ ଦେୟମୁକ୍ତ ଏହି ବ୍ୟବସ୍ଥାରେ ୧୦୮ ନମ୍ବରକୁ ଡାଏଲ କରି ଲୋକେ ଉପକୃତ ହେଉଛନ୍ତି।
ଏହି ସେବା ସହ ଜଡିତ ବ୍ୟକ୍ତିମାନଙ୍କର ମାନବିକତା ଓ ସଚ୍ଚୋଟ ପଣିଆ ନେଇ ଅନେକ ଦୃଷ୍ଟାନ୍ତ ମଧ୍ୟ ନଜରକୁ ଆସିଛି। ଏଥିରେ କାର୍ଯ୍ୟ କରୁଥିବା କ୍ରିୟୁ ମେମ୍ବର୍ସମାନେ ଗତ କିଛି ବର୍ଷ ମଧ୍ୟରେ ନିଜ ଗୁରୁଦାୟତ୍ୱ ଲାଗି ସାବାସୀ ପାଇବା ସହ ଅନେକ ସମ୍ମାନ ମଧ୍ୟ ସାଉଁଟିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story